ସାଉଦି ଆରବରୁ ପ୍ରବାସୀ ଓଡିଆ ଉଦ୍ଧାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯାଜପୁର ଜିଲ୍ଲା ଅଳଙ୍ଗ ଗ୍ରାମର ୨ଜଣ ଲୋକ ଯଥାକ୍ରମେ ଶେଖ୍ ଜଲାଲୁଦ୍ଦିନ, ଶେଖ୍ ସଲ୍ମାନ, ଶେଖ୍ ଇମ୍ରାନ ଓ ଯମଧରପୁରର ୩ ଜଣ ଲୋକ ଶେଖ୍ ଅବଦୁଲ ଖଲିଦ, ଶେଖ୍ ନୌସାଦ ଅଲି, କାମ କରିବା ପାଇଁ ସୁଦୂର ସାଉଦି ଆରବିଆ ଦେଶସ୍ଥିତ ଶର୍ଫତ ଆଲହିନ୍ଦ ଇଣ୍ଡିଆନ ରେଷ୍ଟୁରାଣ୍ଟକୁ…