Browsing Tag

odisha government

ଖୋଲା ବଜାରରୁ ଋଣ କରି ଜିଏସଟି କ୍ଷତି ଭରଣା କରିବ ଓଡ଼ିଶା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଋଣ କରି ଜିଏସଟି କ୍ଷତି ଭରଣା କରିବ ଓଡ଼ିଶା । କେନ୍ଦ୍ରସରକାର ଦେଲେ ଅନୁମତି । କେବଳ ଓଡ଼ିଶା ନୁହେଁ ଆଉ ୧୯ ଟି ରାଜ୍ୟକୁ ମଧ୍ୟ ମିଳିଲା ଋଣ କରିବାକୁ ଅନୁମତି । ଓଡ଼ିଶାକୁ ୨ ହଜାର ୮୫୮ କୋଟି ଟଙ୍କା ଋଣ କରିବାକୁ ଅନୁମତି ଦିଆଯାଇଛି । ମହାରାଷ୍ଟ୍ରକୁ ସବୁଠାରୁ ଅଧିକ…

ରାଜ୍ୟ ସରକାରଙ୍କ ସହଯୋଗରେ ସମ ଓ କିମ୍ସ ହସ୍ପିଟାଲରେ କରୋନା ପାଇଁ ପ୍ରସ୍ତୁତ ହେବ ୧ହଜାର ବେଡ଼

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ପ୍ରଥମ ପର୍ଯ୍ୟାୟରେ ଥିବା ବେଳେ ରାଜ୍ୟ ସରକାର ଅଧିକ ସତର୍କ ହୋଇଛନ୍ତି । କରୋନା ସଂକ୍ରମଣର ତୃତୀୟ ପର୍ଯ୍ୟାୟର ଭୟବହାତକୁ ହୃଦୟଙ୍ଗମ କରି ଆରମ୍ଭ କରିଦେଇଛନ୍ତି ଏହାର ପ୍ରସ୍ତୁତି । ଭୁବନେଶ୍ଵର ସ୍ଥିତ ସମ୍‌ ହସ୍ପିଟାଲ ଏବଂ କିମ୍ସ…

୧୬ରେ ଯୋଜନା ବୋର୍ଡ ପୁନର୍ଗଠନକୁ ମିଳିବ ମଞ୍ଜୁରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୧୬ରେ ବସିବ କ୍ୟାବିନେଟ ବୈଠକ । ଯୋଜନା ବୋର୍ଡ ପୁନର୍ଗଠନକୁ ମିଳିବ ମଞ୍ଜୁରୀ । ଏହି ବୈଠକରେ ଯୋଜନା ବୋର୍ଡର ପୁନର୍ଗଠନ, ସଦସ୍ୟ ଚୟନ ଓ ଉପାଧ୍ୟକ୍ଷ ନିଯୁକ୍ତି ପାଇଁ ଚୟନ କମିଟିକୁ ମିଳିବ ମଞ୍ଜୁରୀ । ଏହାସହ ୬ଟି ପ୍ରସ୍ତାବ ଯଥା ମହିଳା ଓ ଶିଶୁ କଲ୍ୟାଣ,…

ଏଣିକି ସରକାରୀ କାର୍ଯ୍ୟ କରିବେ ଏସ୍‌ଏଚ୍‌ଜି ସଦସ୍ୟା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ସରକାରଙ୍କ ଅଧୀନରେ ଥିବା ୧୦ଟି ବିଭାଗର ବିଭିନ୍ନ କାର୍ଯ୍ୟ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) କରିବେ । ଏ ନେଇ ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ…

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାର୍ଚ୍ଚ ୩୦ତାରିଖ ସୁଦ୍ଧା ସମସ୍ତ ପରୀକ୍ଷା ଶେଷ ହେବା ସହ ଏପ୍ରିଲ ୨ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ସକାଳୁଆ ହେବ । ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଭାଗୀୟ ଅଧିକାରୀମାନଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି…

ଓଡ଼ିଶାର ସଂସ୍କୃତି, ଐତିହ୍ୟ ଆଦି ବିଷୟରେ ଚଳଚ୍ଚିତ୍ର ନିର୍ମାଣ ପାଇଁ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡିଶାର ସଂସ୍କୃତି, ଐତିହ୍ୟ, ପର୍ଯ୍ୟଟନସ୍ଥଳୀ ଆଦି ବିଷୟରେ ଇଂଲିଶ, ହିନ୍ଦୀ, ଅନ୍ତର୍ଜାତୀୟ ଓ ଅନ୍ୟାନ୍ୟ ଭାଷାରେ ଚଳଚ୍ଚିତ୍ର ନିର୍ମାଣ ପାଇଁ ପ୍ରଯୋଜକମାନଙ୍କୁ ପ୍ରୋତ୍ସାହନ ରାଶି ସ୍ବରୂପ ୨.୫ କୋଟି ଟଙ୍କାର ରିହାତି ପ୍ରଦାନ କରାଯିବ । ଜଣେ ଚଳଚ୍ଚିତ୍ର…

ପୌର ନିର୍ବାଚନ: ରିଭ୍ୟୁ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୌର ନିର୍ବାଚନକୁ ନେଇ ରାଜ୍ୟ ସରକାରଙ୍କୁ ଏକ ଝଟକା ଲାଗିଛି । ପୌର ସଂସ୍ଥାଗୁଡ଼ିକରେ ସ୍ଥାନ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ କାଏମ ରଖିବା ସହ ଅଧିକ ସ୍ଥାନ ସଂରକ୍ଷଣ ବେଆଇନ ବୋଲି ଦର୍ଶାଇଥିଲେ । ତେବେ ରାୟର  ପୁନଃବିଚାର କରିବାକୁ ରାଜ୍ୟ…

ମଧ୍ୟାହ୍ନ ଭୋଜନ ଅନ୍ ଲାଇନ ତଦାରଖରେ ଅବହେଳା: ୬ ରାଜ୍ୟକୁ ଆର୍ଥିକ ଦଣ୍ଡାଦେଶ

ଓଡିଶାଫାଷ୍ଟ (ବ୍ୟୁରୋ)- ମଧ୍ୟାହ୍ନଭୋଜନ ଗାଇଡଲାଇନ୍ସ ଉଲ୍ଲଂଘନ ପାଇଁ ଓଡିଶା ସମେତ ୬ଟି ରାଜ୍ୟକୁ ସୁପ୍ରିମକୋର୍ଟ ମଙ୍ଗଳବାର ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ଦିଲ୍ଲୀ,  ଆନ୍ଧ୍ରପ୍ରଦେଶ, ଅରୁଣାଚଳପ୍ରଦେଶ, ମେଘାଳୟ, ଓଡ଼ିଶା ଏବଂ ଜମ୍ମୁ-କଶ୍ମୀର ଉପରେ ଏହି ଜରିମାନା ଲାଗୁ କରାଯାଇଛି। ସବୁ…

ଭାରସାମ୍ୟ ହରାଇ ଡିଭାଇଡର ରେ ମାଡ଼ ହେଲା ବସ, ୫ ଆହତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର କଳ୍ପନା ସ୍କ୍ୱାର୍ ରେ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ରେ ୫ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଆଜି ସକାଳ ୧୧:୧୫ ସମୟରେ ପୁରୀ ରଥଯାତ୍ରା ରୁ ଯାତ୍ରୀ ନେଇ ଫେରୁଥିବା ସାଇ (0R 02 L5697) ନମ୍ବର ବସ ର ବ୍ରେକ…

କ୍ୟାନ୍‌ସର୍‌ ରୋଗୀଙ୍କ ପାଇଁ ଖର୍ଚ୍ଚ ହେବ ୧ ହାଜର କୋଟି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କ୍ୟାନ୍‌ସର ରୋଗୀଙ୍କ ଚିକିତ୍ସା ନିମନ୍ତେ ରାଜ୍ୟ ସରକାର ଖର୍ଚ୍ଚ କରିବେ ଏକ ହଜାର କୋଟି ଟଙ୍କା। ଏ ନେଇ ସଚିବାଳୟଠାରେ ଟାଟା ଟ୍ରଷ୍ଟ ସହ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଏହି ସୂଚନା ଦେଇଛନ୍ତି। ବୈଠକରେ…