Browsing Tag

odisha fast exclusive

ବିଜେଡି ଫେରିବାକୁ ବ୍ୟାକୁଳ ବୈଜୟନ୍ତ !!

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଯେପରି କେନ୍ଦ୍ରମନ୍ତ୍ରୀ ନିଜ ଦଳ ନେତାଙ୍କୁ ବାହାରେ ଅପେକ୍ଷା କରାଇ ୫ଟି ସଚିବଙ୍କ ସହ ଗୁପ୍ତ ବୈଠକ କଲେ । ଏହାପରେ ଦଳୀୟ ବୈଠକରେ ରାଜ୍ୟ ସରକାରଙ୍କ ବିପକ୍ଷରେ କୌଣସି ଆକ୍ରମକ ପଦକ୍ଷେପ ନେବାକୁ…

ସୋଆରେ ରାଜ୍ୟସ୍ତରୀୟ ଏନ୍‌ଏସ୍‌ଏସ୍ କଲ୍‌ଚରାଲ୍ ଫେଷ୍ଟ ଆୟୋଜିତ

ଭୁବନେଶ୍ୱର,ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନ୍ୟାସ୍‌ନାଲ୍ ସର୍ଭିସ୍ ସ୍କିମ୍ (ଏନ୍‌ଏସ୍‌ଏସ୍‌)ରେ ସାମିଲ ହେବା ଛାତ୍ରଛାତ୍ରୀମାନଙ୍କର ବ୍ୟକ୍ତିଗତ ଜୀବନର ଗୁଣବତାକୁ ବୃଦ୍ଧି କରିବାରେ ସହାୟକ ଅଟେ ବୋଲି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ କହିଛନ୍ତି ।…

ପୋଲ ନାହିଁ ତ ଭୋଟ୍ ନାହିଁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ଜୋର ଧରୁଛି । ଦଳୀୟ ନେତା ଓ କର୍ମୀ ଖୁବ ଜୋସ ର ସହିତ ନିଜ ନିଜ ପ୍ରାର୍ଥୀ ଜିତିବା ପାଇଁ ପୁରା ଦମ ଲଗାଇ ଦେଇଛନ୍ତି । ଏହି ସମୟରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଦେବାନବାହାଳୀ ପଞ୍ଚାୟତ ଶିରିଆପାଳ ଗ୍ରାମବାସୀ ଭୋଟ୍…

ଫେବ୍ରୁଆରୀ ୧ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭକ୍ତ ପୁଣି ପାଇବେ ଜଗା ଦର୍ଶନ । ଗତ ବର୍ଷ ପରି ଏବର୍ଷ ଜଗନ୍ନାଥ ଭକ୍ତଙ୍କ ପାଇଁ ନିଷ୍ଠୁର ହୋଇନାହାନ୍ତି । ଭକ୍ତଙ୍କ ପାଇଁଶୀଘ୍ର ଖୋଲିବେ ତାଙ୍କ ଦୁଆର । ଶ୍ରୀମନ୍ଦିର ଖୋଲିବା ନେଇ ଆଜି ଛତିଶା ନିଯୋଗ ବୈଠକ ବସିଥିଲା । ଫେବ୍ରୁଆରୀ ୧ ତାରିଖରୁ କୋଭିଡ୍‌…

ପୋଲିସ୍‌ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କଲେ ଡିଜିପି ଆଇପିଏସ୍‌ ସୁନୀଲ୍‌ ବଂଶଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶୁକ୍ରବାର ଅପରାହ୍ନରେ ଦାୟିତ୍ବ ଗ୍ରହଣ କରିଛନ୍ତି ନବ ନିଯୁକ୍ତ ପୋଲିସ ଡିଜି ସୁନୀଲ ବଂଶଲ । କଟକ ପୋଲିସ୍‌ ମୁଖ୍ୟାଳୟରେ ସେ ପୋଲିସ୍‌ ବିଭାଗର ମୁଖ୍ୟ ଭାବେ ଏହି ଭାର ଗ୍ରହଣ କରିଛନ୍ତି । ବର୍ତ୍ତମାନର ପୋଲିସ ଡିଜି ଅଭୟଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି ।…

୪୮ ଘଣ୍ଟା ଭିତରେ ଆଇଏଏସ୍ ଅଫିସରଙ୍କ ଦୁଇଥର ବଦଳି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଣେ ମହିଳା ଆଇଏଏସ୍ ଅଫିସରଙ୍କୁ ୪୮ଘଣ୍ଟାରେ ଦୁଇଥର ବଦଳି କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି । ଆଇଏଏସ୍ ଅଫିସର ରାଜେଶ୍ବରୀଙ୍କୁ ମନରେଗା କମିଶନ୍ କରାଯାଇଛି। ୪୮ ଘଣ୍ଟା ଭିତରେ ଦୁଇଥର ବଦଳିକୁ ନେଇ ପ୍ରଶାସନିକ ସ୍ତରରେ ମଧ୍ୟ ପ୍ରଶ୍ନ ଉଠିଛି । ସୂଚନା ଅନୁଯାୟୀ, ୫…

ରାଜ୍ୟ ମନ୍ତ୍ରିମଣ୍ଡଳ ପରିବର୍ତ୍ତନର ଆଭାସ, ଏକ ମାସ ପୂର୍ବରୁ ଓଡିଶା ଫାଷ୍ଟ କରିଥିଲା ଆକଳନ ଯାହାକୁ ଆଜି ପ୍ରକାଶ କରିଛି…

ଓଡ଼ିଶା ଫାଷ୍ଟ(ଜିତେନ୍ଦ୍ର ମହାନ୍ତି): ରାଜ୍ୟ ମନ୍ତ୍ରିମଣ୍ଡଳ ପରିବର୍ତ୍ତନର ଆଭାସ, ଏକ ମାସ ପୂର୍ବରୁ ଓଡିଶା ଫାଷ୍ଟ କରିଥିଲା ଆକଳନ ଯାହାକୁ ଆଜି ପ୍ରକାଶ କରିଛି ପ୍ରମୁଖ ଗଣମାଧ୍ୟମ । ପଞ୍ଚମ ଥର କ୍ଷମତାସୀନ ହୋଇଥିବା ବିଜେଡି ସରକାରରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି । ମନ୍ତ୍ରୀ…