ଡାକ୍ତର ଅଶ୍ୱିନୀ ଛାଡିଲେ କଂଗ୍ରେସର ହାତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁଶୁଡ଼ିବାରେ ଲାଗିଛି କଂଗ୍ରେସର ଦୁର୍ଗ । ଚଳିତ ନିର୍ବାଚନ ପୂର୍ବରୁ ରାଜ୍ୟର ଅନେକ ନେତା କଂଗ୍ରେସର ହାତ ଛାଡିଥିବା ବେଳେ ନିର୍ବାଚନ ପରେ ମଧ୍ୟ ତାହା ଥମିବାର ନାଁ ନେଉନାହିଁ । ଚଳିତ ନିର୍ବାଚନରେ ସମ୍ବଲପୁରରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ହୋଇଥିବା ଭିମ୍ସାରର…