Browsing Tag

odisha Congress

କେତେ ଆସିବେ – ଯିବେ “ପଟ୍ଟନାୟକ” ରହିବେ, ଦେଖନ୍ତୁ ଭିଡ଼ିଓ

ପ୍ରଭାରୀ ଆସିବେ , ପ୍ରଭାରୀ ଯିବେ । ନିର୍ବାଚନ ଆସିବ, ନିର୍ବାଚନ ଯିବ । ହେଲେ ଓଡ଼ିଶା କଂଗ୍ରେସରେ ଅଜୟ, ଅକ୍ଷୟ ହୋଇ ରହିବେ ପଟ୍ଟନାୟକ ପରିବାର । ପ୍ରଭାରୀ ଚେଲ୍ଲା କୁମାର ଗଲେ, ଅଜୟ କୁମାର ଆସିଲେ । ଅଜୟ କୁମାରଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଖେଳ କରିଦେଲେ ନିରଞ୍ଜନ କ୍ୟାମ୍ପ । ଅଜୟଙ୍କ…

ଖୁବ୍ ଶୀଘ୍ର ଓଡ଼ିଶା ଆସିବେ ପ୍ରିୟଙ୍କା!

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଓଡ଼ିଶାରେ କଂଗ୍ରେସ କିପରି ଶକ୍ତିଶାଳୀ ହୋଇ ପାରିବ ସେ ସଂକ୍ରାନ୍ତରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହିତ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଭଦ୍ର ଗାନ୍ଧୀ ଆଲୋଚନା କରିଛନ୍ତି। ଓଡ଼ିଶାରେ କଂଗ୍ରେସର ଦୟନୀୟ ସ୍ଥିତି ନେଇ ରାହୁଲ ଗାନ୍ଧୀ ଚିନ୍ତା…

ବ୍ରଜରାଜନଗର ଉପନିର୍ବାଚନ : କଂଗ୍ରେସରୁ କିଶୋର ପଟେଲ

ବ୍ରଜରାଜନଗର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଖୋଜା ଚାଲିଛି । ସବୁ ଦଳ ଖୋଜୁଛନ୍ତି ପ୍ରାର୍ଥୀ । ପ୍ରାର୍ଥୀ ପାଇଁ ସବୁ ଦଳରେ ଚାଲିଛି କସରତ। ବିଜେଡି,ବିଜେପି ଓ କଂଗ୍ରେସରେ ଚାଲିଛି ମାନସ ମନ୍ଥନ। ପଛରେ ପଡିଛି ଶାସକ ବିଜେଡି। ଏକରକମ୍ କଂଗ୍ରେସ କିଶୋର…

ପଞ୍ଚାୟତିରାଜ ଇତିହାସରେ କଳଙ୍କିତ ଅଧ୍ୟାୟ ସୃଷ୍ଟିହେଲା: କଂଗ୍ରେସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପାଇଁ ନିର୍ବାଚନ କମିଶନର ଘୋଷଣା ଏବଂ ତତ୍‌ସଂଲଗ୍ନ ମାର୍ଗଦର୍ଶିକା ଓଡ଼ିଆ ପଞ୍ଚାୟତିରାଜ ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କଲା । ଖଳନାୟକ ଭାବରେ ରାଜ୍ୟର ବିଜେଡି ସରକାର ଓ ତାଙ୍କର ବଚସ୍କର ପାଲଟିଥିବା ରାଜ୍ୟ ନିର୍ବାଚନ କମିଶନ୍ ଏହି…

ଓଡିଶାରେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର, କହିଲେ- ‘କଂଗ୍ରେସ ଆଦର୍ଶରେ ବିଶ୍ବାସ ନରଖିଲେ ଖୋଲା ଅଛି ଦ୍ବାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୪ ଦିନିଆ ଓଡିଶା ଗସ୍ତରେ ଆସି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଁଚିଲେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର । ବିଭିନ୍ନ ଜିଲ୍ଲାରେ ପିସିସି କମିଟି ଗଠନ ସହ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ରଣନୀତି । କଂଗ୍ରେସରେ କନ୍ଦଳକୁ ନେଇ ପ୍ରତିକ୍ରିୟା…

“ଫେକ୍ ନ୍ୟୁଜ ଭାଇରାଲ କରୁଛନ୍ତି ଓଡିଶା ସରକାର” ଅଭିଯୋଗ ଆଣିଲା କଂଗ୍ରେସ

ଭୁବନେଶ୍ୱର (ବ୍ୟୁରୋ):ବିଭିନ୍ନ ଜାତୀୟ, ଆଂଚଳିକ ଖବରକାଗଜ ଓ ଟେଲିଭିଜନରେ ମିଥ୍ୟା ତଥ୍ୟ ଦେଇ ଓଡିଶା ସରକାର ବିଭ୍ରାନ୍ତିକର ବିଜ୍ଞାପନ ଛାପୁଛନ୍ତି । ଏପରିକି ଭୁଲ୍ ତଥ୍ୟର ଫେକ୍ ନ୍ୟୁଜ୍କୁ ବିଜ୍ଞାପନ ଜରିଆରେ ମୁଖ୍ୟମବୀ ନବୀନ ବାବୁ ଓ ରାଜ୍ୟ ସରକାର ଭାଇରାଲ କରୁଛନ୍ତି ବୋଲି ପ୍ରଦେଶ…