Browsing Tag

Odisha BJP

୧୬ ବର୍ଷ ତଳ ଚାକିରୀ କାଳରେ ଦୁର୍ନୀତିକୁ ନେଇ ପ୍ରଶ୍ନ କଲା ବିଜେପି

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଅର୍ଗସ୍ ବ୍ୟୁରୋ : ଚାକିରୀ କାଳରେ ଖସିଯାଇଥିଲେ। ବିଧାୟକ ହେବା ପରେ ଫଶିଗଲେ । ୧୬ ବର୍ଷ ତଳେ ହୋଇଥିବା ଏକ ଦୁର୍ନୀତି ମାମଲାକୁ ନେଇ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ଟାର୍ଗେଟ କରିଛି ବିଜେପି । ବିଜେପି ଉପସଭାପତି ବଳଭଦ୍ର ମାଝି ଅଭିଯୋଗ…

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ସପ୍ତାହ ପାଇଁ ବ୍ୟାପକ ପ୍ରସ୍ତୁତି, ୧୪ରୁ ୨୦ ବିଜେପି ପାଳିବ ସେବା ସପ୍ତାହ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆସନ୍ତା ୧୭ ତାରିଖ ଦିନ ୭୦ ତମ ଜନ୍ମଦିବସ ପଡ଼ୁଛି। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ସପ୍ତାହକୁ ବିଜେପି ପକ୍ଷରୁ ଦେଶବ୍ୟାପୀ ସେବା ସପ୍ତାହ ଭାବେ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘୋଟଲା : ରାଜଭବନ ଆଗରେ ବିଜେପିର ଧାରଣା

ଓଡିଶା ଫାଷ୍ଟ (ବ୍ୟୁରୋ) ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘୋଟଲା ହୋଇଥିବା ଦାବି କରିଛି ରାଜ୍ୟ ବିଜେପି । ଏନେଇ ରାଜଭବନ ଆଗରେ ବିଜେପି ଦେଇଛି ବିଶାଳ ଧାରଣା । ଗ୍ରାମାଂଚଳ ଓ ସହରାଂଚଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାଉସିଂ ଫର ଅଲ୍ ୨୦୨୨ ଆବାସ ଯୋଜନାରେ ସମସ୍ତଙ୍କୁ ପକ୍କା ଘର…