Browsing Tag

Odisha

ରାଜ୍ୟରେ କମିଲା ଶିଶୁ ମୃତ୍ୟୁ ହାର

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ସ୍ୱାସ୍ଥ୍ୟ କ୍ଷେତ୍ର ରେ ଆଉ ଏକ ସଫଳତା ହାସଲ କରିଛି ଓଡିଶା । ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଆଦର୍ଶ ହୋଇଛି । ସ୍ୱାସ୍ଥ୍ୟ କ୍ଷେତ୍ର ରେ ଛୁଇଁଛି ମାଇଲ ଷ୍ଟୋନ । ଆଜି ମୋ ସରକାରର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଅଧିକାରୀ…

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଜୁଲାଇରେ ଓଡିଶାର ୩ ରାଜ୍ୟସଭା ଆସନ ଖାଲି ହେଉଛି । ଖାଲି ହେଉଥିବା ଏହି ସମସ୍ତ ଆସନ ଲାଗି ପ୍ରକାଶ ପାଇଛି ବିଜ୍ଞପ୍ତି । ଜୁନ୍ ୧୦ ରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ମେ’ ୩୧ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ, ଜୁନ୍ ୧ ତାରିଖରେ ନାମାଙ୍କନ ଯାଞ୍ଚ, ୩…

ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଚିତ୍ରକୋଣ୍ଡା ଓ ସ୍ୱାଭିମାନ୍‌ ଅଞ୍ଚଳ ପରିଦର୍ଶନ

ମାଲକାନଗିରି : ସ୍ୱାଭିମାନ୍ ଅ଼ଞ୍ଚଳରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର। ଆଜି ଚିତ୍ରକୋଣ୍ଡା ଓ ସ୍ୱାଭିମାନ୍ ଅଞ୍ଚଳ ପରିଦର୍ଶନ କରିଛନ୍ତି । ପେପରମେଟାଲରେ ପହଞ୍ଚି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସ୍ୱାଭିମାନ୍ ଅ଼ଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ୟାକେଜ୍…

ଆଜି ବିଶ୍ୱ ପଖାଳ ଦିବସ: ଗାଁ ଠାରୁ ସହର ସବୁଠାରେ ଆଦର

ଭୁବନେଶ୍ୱର : ଆଜି ହେଉଛି ବିଶ୍ୱ ପଖାଳ ଦିବସ । ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠାରେ ପଖାଳର ଚାହିଦା କିଛି ନିଆରା ଭାବେ ଥାଏ । ତେଣୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ରୂପେ ପାଳନ କରାଯାଏ। ଓଡ଼ିଆମାନଙ୍କ ମନପ୍ରାଣରେ ପଖାଳର ରହିଛି ସ୍ୱତନ୍ତ୍ର ସ୍ଥାନ। ଓଡ଼ିଆ ଘରର ପଖାଳ କେବଳ…

ଓଡ଼ିଶାର ସବୁଠାରୁ ଦୀର୍ଘତମ ସେତୁ ଉଦ୍‌ଘାଟିତ

କଟକ ଜିଲ୍ଲା ବଡ଼ମ୍ବାର ଗୋପୀନାଥପୁର ଠାରେ ମହାନଦୀ ଉପରେ ରାଜ୍ୟର ସବୁଠାରୁ ଦୀର୍ଘତମ ସେତୁକୁ ଆଜି ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୩.୪ କିଲୋମିଟର ଦୀର୍ଘ ଏହି ସେତୁର ଆକାର ଇଂରାଜୀ T ଅକ୍ଷର ସଦୃଶ। ଏହା ରାଜ୍ୟର ପ୍ରଥମ T ଆକାରର ସେତୁ। ଏଥିପାଇଁ ୧୧୧ କୋଟି ଟଙ୍କା ବ୍ୟୟ…

ଦରଦାମ୍ ବୃଦ୍ଧି ପ୍ରତିବାଦରେ ବିଜେଡିର ବିଶାଳ ବାଇକ ରାଲି

ତୈଳ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରଣହୁଙ୍କାର ଦେଇଛି ବିଜେଡି। ଦରବୃଦ୍ଧି ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ କରଯାଇଛି ବିଶାଳ ବାଇକ ଶୋଭାଯାତ୍ରା । ବିଜୁ ଜନତା ଦଳର ମୁଖ୍ୟ କାର୍ଯ୍ୟାଳୟଠାରୁ କେଶରୀ ହଲ ପର୍ଯ୍ୟନ୍ତ ବିଜେଡି ପକ୍ଷରୁ ଏହି ବାଇକ ଶୋଭାଯାତ୍ରା କରାଯାଇଛି। କେବଳ ଏତିକି…

ରାଜ୍ୟରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ସ୍ୱଚ୍ଛ ସହର ଆଓ୍ୱାର୍ଡ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):  ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ସ୍ୱଚ୍ଛା ସହର ଆଓ୍ୱାର୍ଡ ପ୍ରତିଯୋଗିତା । ସ୍ୱଚ୍ଛତାକୁ ନେଇ ରାଜ୍ୟର ସବୁ ଏନ୍ଏସି, ପୌରସଂସ୍ଥା ଓ ସ୍ମାର୍ଟସିଟି ଭିତରେ ହେବ ପ୍ରତିଯୋଗିତା । ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ଟ୍ରଫି ଓ ଆର୍ଥିକ…

ରାସ୍ତାରେ ଚୁଲି ଫୁଙ୍କିଲେ ବିଜେଡ଼ି ନେତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):   ଗ୍ୟାସ ଏବଂ ତୈଳ ଦରର ଅହେତୁକ ବୃଦ୍ଧି ପ୍ରତିବାଦକୁ ବ୍ୟାପକ କରିଛି ବିଜେଡ଼ି  । ରାଜ୍ୟର ଅନେକ ଅଞ୍ଚଳରେ ବିଜେଡ଼ିର ମହିଳା ନେତ୍ରୀମାନେ ପ୍ରତିବାଦ ଜାରି ରଖିଛନ୍ତି  । ଆଜି ମହିଳା ବିଜେଡି ନେତା ଓ କର୍ମୀ ରାଜ୍ୟର ସବୁ ନିର୍ବାଚନମଣ୍ଡଳୀରେ ପ୍ରତିବାଦ କରୁଛନ୍ତି ।…

ଓଡିଶା ଉପରେ ଆନ୍ଧ୍ରର ଆଖି: ଗଜପତିରେ ନିର୍ମାଣ କରିଥିବା ଅଙ୍ଗନବାଡ଼ିକୁ ସିଲ କଲା ପ୍ରଶାସନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିନିକୁ ଦିନ ଓଡ଼ିଶା ସୀମାକୁ କବଜା କରି ଦେଖାଉଛି ନାଲି ଆଖି। ଗଜପତି ଜିଲ୍ଲା ରାୟଗଡ ବ୍ଲକ ମାଣିକପାଟଣାଠାରେ ଆନ୍ଧ୍ର ନିର୍ମାଣ କରିଥିବା ଏକ ଅଙ୍ଗନବାଡ଼ି କେନ୍ଦ୍ରକୁ ସିଲ କରିଥିଲା ଗଜପତି ଜିଲ୍ଲା ପ୍ରଶାସନ । ହେଲେ ପୁଣି ଥରେ ଆନ୍ଧ୍ରର କିଛି ଅଧିକାରୀ ପହଞ୍ଚି ସିଲ୍…

ଅଗଷ୍ଟ ୧୬ରୁ ଆରମ୍ଭ ହେବ ନବମ ଶ୍ରେଣୀ କ୍ଲାସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଗଷ୍ଟ ୧୬ରୁ ଆରମ୍ଭ ହେବ ରାଜ୍ୟର ସମସ୍ତ ସ୍କୁଲରେ ନବମ ଶ୍ରେଣୀ କ୍ଲାସ । ଏହି କ୍ଲାସ ସକାଳ ୯ଟାରୁ ଦିନ ୧୨ଟା ୩୦ ପର୍ଯ୍ୟନ୍ତ ଚାଲିବ । ରବିବାର ଓ ସାଧାରଣ ଛୁଟି ଦିବସରେ କ୍ଲାସ ଛୁଟି ରହିବ । କୋଭିଡ ନିୟମ ଅନୁଯାୟୀ କ୍ଲାସ କରିବାକୁ ଗଣଶିକ୍ଷା ସଚିବଙ୍କ ପତ୍ର…