Browsing Tag

odiahafast

୯୯୦ କିଲୋମିଟର ଦୂରରେ ଅମ୍ଫାନ୍‌, ୧୨ଟି ଜିଲ୍ଲାକୁ ଆଲର୍ଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):  ସମ୍ଭାବ୍ୟ ବାତ୍ୟା ଅମ୍ଫାନ୍‌ ଆଜି ସନ୍ଧ୍ୟାରେ ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହେବା ନେଇ ଅନୁମାନ କରାଯାଉଛି।  ଏହା ଏବେ ପାରାଦୀପ ଠାରୁ ଦକ୍ଷିଣ ଦିଗରେ ପ୍ରାୟ ୯୯୦ କିଲୋମିଟର ଦୂରରେ ରହିଛି ।  ଘଂଟା ପ୍ରତି ୩ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ…

ସନ୍ଥ କବି ଭୀମ ଭୋଇଙ୍କୁ ଅପମାନ କରିଥିବା ଲେଖକଙ୍କ ବିରୋଧରେ ବିଜେପିର ଏତଲା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୀମ ଭୋଇଙ୍କୁ ଅପମାନ କରିଥିବା ଲେଖକ କେଦାର ମିଶ୍ରଙ୍କ ବିରୋଧରେ ବିଜେପିପକ୍ଷରୁ ଶନିବାର ରେଢାଖୋଲ ଥାନାରେ ଏତଲା ଦିଆଯାଇଛି । ସମ୍ବଲପୁର ଜିଲ୍ଲା ସଭାପତି ଗରିଶ ପଟେଲ, ରେଙ୍ଗାଲି ବିଧାୟକ ନାଉରି ନାୟକ, ସମ୍ବଲପୁର ଜିଲ୍ଲା ପରିଷଦ ଚେୟାରମେନ ରାଧେଶ୍ୟାମ ବାରିକ,…

୪ଟି ବସରେ ସୁରତରୁ ଓଡିଶା ଫେରିଲେ ଶ୍ରମିକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଲକ୍‌ଡାଉନ ଘୋଷଣା କରିବାପରେ କାମଧନ୍ଦା ନପାଇ ଲକ୍ଷଲକ୍ଷ ପ୍ରବାସୀ ଓଡିଆ ଶ୍ରମିକମାନେ ବିିଭିନ୍ନ ସ୍ଥାନରେ ଫଶି ରହିଛନ୍ତି। ଖାଇବା ପିଇବାକୁ ନପାଇ ଶ୍ରମିକମାନେ ନିର୍ଯାତନାର ଭିଡିଓ ମଧ୍ୟ ସେୟାର କରିଥିଲେ।…

ସୁସ୍ଥ ହେଲେ ଆଉ ଦୁଇ କରୋନା ଆକ୍ରାନ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟ ପାଇଁ ପୁଣି ଏକ ଆଶ୍ୱସ୍ତିର ଖବର। ଆଜି ପୁଣି ଦୁଇ କରୋନା ରୋଗୀ ସୁସ୍ଥ ହୋଇଥିବା ସୂଚନା ମିଳିଛି। ତେବେ ସୁସ୍ଥ ହୋଇଥିବା ଦୁଇ କରୋନା ରୋଗୀ ଭୁବନେଶ୍ୱରର ବୋଲି ଜଣାପଡିଛି । ସୂଚନାଯୋଗ୍ୟ,ଏହି ଦୁଇଙ୍କୁ ମିଶାଇ ସମୁଦାୟ ୩୭ ଜଣ ଏଯାବତ ସୁସ୍ଥ ହୋଇ ଘରକୁ…

ବିଶ୍ରା ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କଲା ପ୍ରଶାସନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସୁନ୍ଦରଗଡ ଜିଲ୍ଲାର ୨ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହେବାପରେ ପ୍ରଶାସନ ପକ୍ଷରୁ ବିଶ୍ରା ଅଞ୍ଚଳକୁ ଅବରୋଧ ଘୋଷଣା କରାଯାଇଛି। ଏନେଇ ଜିଲ୍ଲାପାଳ ୪୮ ଘଣ୍ଟା ଯାଏଁ କେହି ଘରୁ ନ ବାହାରିବା ଲାଗି ଅନୁରୋଧ କରିଛନ୍ତି। ବିଶ୍ରା ଟାଉନକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି…

ନିଜାମୁଦ୍ଦିନ ଫେରନ୍ତ।ଙ୍କ ସଂସ୍ପର୍ଶରେ ଆସିଥିବା ୨୨ ଜଣ ଏସସିବି ଆଇସୋଲେସନରେ ଭର୍ତ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ଚିହ୍ନଟ ହୋଇଥିବା ନିଜାମୁଦ୍ଦିନ ଫେରନ୍ତା କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜୋରଦାର କରାଯାଇଛି। କଟକ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ମିଳିତ ଭାବେ ସହରର ବିଭିନ୍ନ ସ୍ଥାନରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇ ଆକ୍ରାନ୍ତଙ୍କ ସଂସ୍ପର୍ଶରେ…

You cannot copy content of this page