Browsing Tag

odiahafast

ମୟୁରପର ଘରେ କେଉଁ ଜାଗାରେ ରଖିବା ଉଚିତ?

ଆଜିର ଏହି ମହଙ୍ଗା ଦିନରେ ଧନ ହିଁ ଲୋକ ମାନଙ୍କର ଭଗବାନ ପାଲଟି ଗଲାଣି । ଲୋକ ମାନେ ଯେତେ ଟଙ୍କା କମାଇଲେ ମଧ୍ୟ ତାହାଠାରୁ ଅଧିକ ଖର୍ଚ୍ଚ ହେଇ ଯାଉଛି । ଆଜିର ଯୁଗରେ ଖୁବ କମ ଲୋକ ଏଭଳି ଅଛନ୍ତି ଯାହାକୁ ପଇସା ର ଅଭାବ ହେଉ ନଥିବ । ଯାହା ପାଖରେ ଅଧିକ ପରିମାଣରେ ପଇସା ରହୁଛି ତାହା ପାଖରେ…

ଝିଟିପିଟି ହେଉ କି ମୁଷା କିମ୍ବା ମଶା , ଏହି ସମସ୍ତଙ୍କୁ ଭଗାଇବାପାଇଁ ସହଜ ତରିକା – ଆପଣଙ୍କ ଘର ପାଖକୁ ମଧ୍ୟ ଆସିବେନି…

ଋତୁ ବଦଳିବା ସହ ଏହି ସବୁ କୀଟ, ପୋକ ଜୋକ ଆତଙ୍କ ସବୁ ଘରରେ ବ୍ୟାପିଯାଏ , ଘରେ ମହିଳାମାନେ ନିଜ ଘରର ରୋଗକୁ ବ୍ୟାପୁଥିବା ଅସରପା,ମୁଷା ଓ ପୋକଜୋକର ଆତଙ୍କ ଯୋଗୁଁ ଚିନ୍ତିତ ରୁହନ୍ତି , ଏମାନେ ଆପଣଙ୍କ ଘରେ ଦୁର୍ଗନ୍ଧ ବ୍ୟାପିବା ସହ ଘରର ସମସ୍ତ ସଦସ୍ୟଙ୍କୁ ରୋଗରେ ପକାଇଦିଅନ୍ତି । ଆମେ…

ଆଜିଠାରୁ ମାଆ ଲଷ୍ମୀଙ୍କର କୃପାରୁ ବଦଳିବ ଏହି ୬ଟି ରାଶିର ଭାଗ୍ୟ, ଆପଣଙ୍କ ରାଶି ନାହିଁ ତ?

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପରି କିଛି ରାଶି ର ଲୋକ ମାନେ ଅଛନ୍ତି , ଯେଉଁମାନେ ବିନା ପରିଶ୍ରମରେ ଏହି ଅଗଷ୍ଟ ମାସର ମାତା ଲକ୍ଷ୍ମୀଙ୍କର କୃପା କାରଣରୁ ଧନର ବର୍ଷା ହୋଇପାରେ । ଆଜି ଆମେ ସେହି ପରି ୬ଟି ରାଶିର ଲୋକଙ୍କ ବିଷୟରେ କହିବୁ । ଯଦି ଆପଣଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ଯା ଥାଏ ଏହି…

ଏହି ସବୁ ଖାଦ୍ୟ ଖାଇବା ପୂର୍ବରୁ ମଧୁମେହ ରୋଗୀ ସାବଧାନ ରୁହନ୍ତୁ

ଭାରତକୁ ‘କ୍ୟାପିଟାଲ ଅଫ୍‌ ଡାଇବେଟିସ’ କୁହାଯାଉଛି। କାହିଁକି ନା ଆଜିକାଲି ଘରେ ଘରେ ଡାଇବେଟିସ ରୋଗୀଙ୍କୁ ଦେଖିବାକୁ ମିଳିବ। ଖାଦ୍ୟପେୟରେ ଅନିୟମିତତା ଯୋଗୁ ବଂଶଗତ କ୍ରମରେ ମଧ୍ୟ ଏହା ପିଢ଼ିରୁ ପିଢ଼ି ବଢ଼ିଚାଲିଛି। ଏହି ରୋଗୀଙ୍କୁ ସବୁବେଳେ ରକ୍ତ ସର୍କରା ଲେଭଲକୁ ନିୟନ୍ତ୍ରଣରେ ରଖିବାକୁ…

ମଦ ପିଇ ଧରା ପଡିଲେ ଚାକିରିରୁ ବହିଷ୍କୃତ ହେବେ ପୋଲିସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିହାରରେ ଯଦି କୌଣସି ବି ପୋଲିସକର୍ମୀ ଡ୍ୟୁଟି ସମୟରେ ମଦ ପିଇଥିବା ଧରା ପଡନ୍ତି ତେବେ ତାଙ୍କୁ ଚାକିରିରୁ ବହିଷ୍କାର କରାଯିବ। ଏନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୋମବାର ସ୍ପଷ୍ଟ କରିଛନ୍ତି। ସମସ୍ତ ଚୌକିଦାରଙ୍କୁ ସ୍ଥାନୀୟସ୍ତରରେ ତ୍ରୁଟି କଲେ…

ଯାତ୍ରୀବସ୍‌-ଟ୍ରକ ଧକ୍କା, ୧୪ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି।ବସ୍‌ ଓ ଟ୍ରକ ମଧ୍ୟରେ ଧକ୍କ। ହେବା ଫଳରେ ୧୪ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୫ଜଣରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି…

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ସମୀର ମହାନ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପରୀ ହତ୍ୟା ଘଟଣାରେ ଆରମ୍ଭରୁ ତଦନ୍ତର ନିରପେକ୍ଷତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଥିଲା। ମଙ୍ଗଳବାର ସରୋଜ ସେଠୀଙ୍କୁ ନୟାଗଡ଼ ପକ୍ସୋ କୋର୍ଟ ନାବାଳକ ବୋଲି କହିବା ପରେ ବୋଥ୍ରା ମିଛୁଆ ପ୍ରମାଣିତ ହୋଇଛନ୍ତି। ଏଣୁ ରାଜ୍ୟ ସରକାର ତୁରନ୍ତ ଏସ୍ଆଇଟି ମୁଖ୍ୟ ପଦବୀରୁ…

ଖରାରେ କଳା ପଡ଼ିଯାଇଥିବା ଶରୀରର ଅଙ୍ଗକୁ କିପରି କରିବେ ଗୋରା

ବର୍ତମାନ ସମୟରେ ପରିବେଶ ପ୍ରଦୂଷଣ ଅତ୍ୟଧିକ ବଢିବା ରେ ଲାଗିଛି। ଧୂଳି ଯୋଗୁ ବାହାରେ ଏଣେତେଣେ ବୁଲିବା ଦ୍ୱାରା ଆପଣ ଙ୍କ ର ଶରୀର କଳା ପଡିଥାଏ ଏବଂ ଆପଣ ଙ୍କ ର ତ୍ୱଚା ର ଚମକ ହଜିଯାଇଥାଏ । ଆଜିକାଲି ପ୍ରତୋକ ବ୍ୟକ୍ତି ଗୋରା ହେବାକୁ ଚାହିଁଥାନ୍ତି । ଏହି ଗୋରା ହେବାକୁ ସେମାନେ ଅନେକ…

ବଦଳିଲା ସ୍କୁଲ ମିଶ୍ରଣ ନିଷ୍ପତ୍ତି

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ସ୍କୁଲ ମିଶ୍ରଣ ନିୟମରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ସିଡୁଲ ଏରିଆରେ ସ୍କୁଲ ମିଶ୍ରଣ ନିୟମରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ୨୦ ନୁହେଁ ଏଣିକି ୧୫ରୁ କମ୍ ପିଲା ଥିବା ସ୍କୁଲର ମିଶ୍ରଣ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ…

କୋଭିଡ ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଚେକ ପ୍ରଦାନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଜିଲ୍ଲା ପୁଲିସ ମୁଖ୍ୟାଳୟର କୋଭିଡ କଣ୍ଟ୍ରୋଲ ରୁମ ଦାୟିତ୍ୱରେ ଥିବାବେଳେ ଇନ୍ସପେକ୍ଟର ବିଜୟାନନ୍ଦ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିଲେ । ଇତିମଧ୍ୟରେ ସରକାର ଏହି କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।…