Browsing Tag

Odiaha fast

ପାଣ୍ଡିଆନ BJD ଯୋଗ ଦେବା ପଛର କଞ୍ଚା ସତ, ଦେଖନ୍ତୁ ଭିଡ଼ିଓ

ସତ କହିଲେ ସତୀ ବିଗିଡେ ସତ୍ୟର କିନ୍ତୁ ବିକଳ୍ପ ନାହିଁ। ସତ ଶୁଣିଲେ ଆଜି ଆପଣ ଆଶ୍ଚର୍ଯ୍ୟ ହେବେ.... ପାଣ୍ଡିଆନ BJD ରେ ଯୋଗଦେବାର କାରଣ ଶୁଣିଲେ ଆପଣଙ୍କ ଗୋଡ଼ ତଳୁ ମାଟି ଖସି ଯିବ। ଯେତେବେଳେ ସେ ଯୋଗ ଦେଲେଣି, ଏ ସତ୍ୟ ବି ଆପଣ ଜାଣି ରଖିବା ଉଚିତ। ତାହେଲେ ଶୁଣନ୍ତୁ। ଧାମନଗର…

ସକାଳ ୮ଟା ରେ ଲ୍ୟାଣ୍ଡ ଫଲ୍‌ କରିବ ଫନି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ସାମୁଦ୍ରିକ ଝଡ଼ ଫନି ଶୁକ୍ରବାର ସକାଳ ୬ଟାରୁ ୧୦ଟା ମଧ୍ୟରେ ପୁରୀରେ ଲ୍ୟାଣ୍ଡଫଲ୍‌ କରିବ । ଏହା ପ୍ରଭାବରେ ଓଡ଼ିଶା ସମେତ ଆନ୍ଧ୍ରପଦେଶ ଓ ପଶ୍ଚିମବଙ୍ଗରେ ପ୍ରବଳ ପବନ ବର୍ଷା ହେବ । ଓଡ଼ିଶାରେ ଏହାର ବିଶେଷ…

ଗାଁ ଦାଣ୍ଡରେ ମୁଣ୍ଡିଆ ମାରି ମାଗିଲେ ଭୋଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ ଡିଜି ପ୍ରକାଶ ମିଶ୍ର ଅଭିନବ ଢଙ୍ଗରେ ମାଗିଛନ୍ତି ଭୋଟ । ନରସିଂହପୁର ଚକ୍ରଗଡ ଗାଁରେ ପ୍ରଚାର କରିବା ପୂର୍ବରୁ ଗାଁ ଦାଣ୍ଡରେ ମୁଣ୍ଡିଆମାରିବା ସହ ଗ୍ରାମବାସୀଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି। ସୂଚନା ଅନୁଯାୟୀ, କଟକ ଲୋକସଭା ନିର୍ବାଚନ ମଣ୍ଡଳୀର…

ବୁର୍ଲା ମେଡ଼ିକାଲ କଲେଜର ନିର୍ଦ୍ଦେଶକ ପଦବୀରୁ ଇସ୍ପାତ ଦେଲେ ଡକ୍ତର ଅଶ୍ୱିନୀ ପୂଜାହାରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶେଷରେ ଚାକିରିରୁ ଇସ୍ପାତ ଦେଲେ ବୁର୍ଲା ମେଡ଼ିକାଲ କଲେଜର ନିର୍ଦ୍ଦେଶକ ଡକ୍ତର ଅଶ୍ୱିନୀ ପୂଜାହାରୀ । ଆଜି ଡକ୍ତର ପୂଜାହାରୀ ଏକ ସାମ୍ବାଦିକ ସମ୍ମିଳନୀରେ ସେ ରାଜ୍ୟପାଳଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଥିବା କହିଛନ୍ତି । ଲୁଣ ଚିକିତ୍ସାକୁ ନେଇ ଡକ୍ତର ପୂଜାହାରୀ…

ଘନ କୁହୁଡିରୁ ସିରିଜ ଦୁର୍ଘଟଣା, ଜଣେ ମୃତ, ୩ ଜଣ ଆହତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ଗତ କାଲି ରାତିରେ ଘନ କୁହୁଡି ଯୋଗୁଁ ଅନେକ ସ୍ଥାନରେ ଦୁର୍ଘଟଣା ଘଟିଥିବା ସମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ଗତକାଲି ରାତିରେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଗଡ଼ପୋଷ ଛକରେ ସିରିଜ ଦୁର୍ଘଟଣା ଘଟିଯାଇଛି । ପ୍ରଥମେ ଦୁଇଟି…

ବେକରି ସମସ୍ୟକୁ ନେଇ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ବିଧାନସଭା ଘେରାଉ ଉଦ୍ୟମ, ପୋଲିସ ସହ ଧସ୍ତାଧସ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ବଢୁଥିବା ବେରୋଜଗାରୀ କୁ ମୁଖ୍ୟ ପ୍ରସଙ୍ଗ କରି ଆଜି ଭାରତୀୟ ଜନତା ଯୁବ ମୋର୍ଚ୍ଚା ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିବା ସମୟରେ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଶତାଧିକ କର୍ମୀ ଗିରଫ । ସୂଚନା ଅନୁଯାୟୀ, ବିଗତ ୧୯…

ମାର୍ଚ୍ଚ ୯ରେ ବାହାହେବେ ଆକାଶ ଅମ୍ବାନୀ-ଶ୍ଳୋକା ମେହେଟ୍ଟା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତର ସବୁଠୁ ଧନୀ ତଥା ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଏବଂ ବିଶିଷ୍ଟ ହୀରା ବ୍ୟବସାୟୀ ରସେଲ ମେହଟ୍ଟାଙ୍କ ଝିଅ ଶ୍ଲୋକାଙ୍କର ବିବାହ ଆସନ୍ତା ମାର୍ଚ୍ଚ ୯ତାରିଖରେ ହେବ । ଗତ ଡିସେମ୍ବରରେ ମୁକେଶ ଅମ୍ବାନୀଙ୍କ ଝିଅ ଈଶାଙ୍କ ସହ ଆନନ୍ଦ…