Browsing Tag

Odiaha

ଗାଁ ଦାଣ୍ଡରେ ମୁଣ୍ଡିଆ ମାରି ମାଗିଲେ ଭୋଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ ଡିଜି ପ୍ରକାଶ ମିଶ୍ର ଅଭିନବ ଢଙ୍ଗରେ ମାଗିଛନ୍ତି ଭୋଟ । ନରସିଂହପୁର ଚକ୍ରଗଡ ଗାଁରେ ପ୍ରଚାର କରିବା ପୂର୍ବରୁ ଗାଁ ଦାଣ୍ଡରେ ମୁଣ୍ଡିଆମାରିବା ସହ ଗ୍ରାମବାସୀଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି। ସୂଚନା ଅନୁଯାୟୀ, କଟକ ଲୋକସଭା ନିର୍ବାଚନ ମଣ୍ଡଳୀର…

ଟିକେଟ କାଉଣ୍ଟରରେ ମହିଳା କର୍ମଚାରୀଙ୍କ ଦାଦାଗିରି, ନିର୍ଦ୍ଦେଶକ ବି ଭୟରେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କ୍ୟାପିଟାଲ ହସ୍ପିଟାଲରେ ଟିକେଟ କାଉଣ୍ଟରରେ ଭିଡ଼କୁ ନେଇ ମଙ୍ଗଳବାର ଉତ୍ତେଜନା ପ୍ରକାଶ ପାଇଥିଲା । ସକାଳେ ଟିକେଟ କାଉଣ୍ଟର ଆଗରେ ଲାଗିଥିଲା ଲମ୍ବା ଲାଇନ । ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ରହିଥିଲେ । ମାତ୍ର ଟିକେଟ ଦେବା ଦାୟିତ୍ୱ ରେ…

ବବିଙ୍କ ଛବିରେ ଦାଗ ଲଗାଇବାକୁ ଚକ୍ରାନ୍ତ !

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବର୍ତ୍ତମାନ ନିର୍ବାଚନର ସମୟ । ଅନେକ ଆଶାୟୀ ପ୍ରାର୍ଥୀ ନିଜ ସମର୍ଥକଙ୍କ ସହ ଶାସକ ଦଳରୁ ଟିକେଟ ଆଶାରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କୁ ସାକ୍ଷାତ କରିବାକୁ ଆସୁଛନ୍ତି । କେବଳ ସେତିକି ନୁହେଁ ବବିଙ୍କ ଉପରେ ଟିକେଟ ଦେବାକୁ ଚାପ ପକାଉଛନ୍ତି ।…

ଧର୍ମେନ୍ଦ୍ରଙ୍କୁ ବିଜେଡିର ପ୍ରଶ୍ନ ବାଣ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଅସହଯୋଗ ଅଭିଯୋଗ ଆଣିଥିଲେ । ଏହା ବିପକ୍ଷରେ ରାଜ୍ୟ ମୁଖ୍ୟାଳୟରେ ବିଜେଡି ଆଇଟି ସେଲ୍ ମୁଖ୍ୟ ଅମର ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ୨୦ଟି…

ଚିଲିକା ବ୍ଲକ ଉପାଧ୍ୟକ୍ଷ, ସରପଞ୍ଚଙ୍କ ସହ ୫୦୦ରୁ ଉର୍ଦ୍ଧ ବିଜେପି କର୍ମୀ ବିଜେଡିରେ ଯୋଗଦେଲେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ନେତୃତ୍ୱରେ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେପି ସମର୍ଥିତ ଚିଲିକା ବ୍ଲକ ଉପାଧ୍ୟକ୍ଷ,…

କାଳିଆ ଯୋଜନା, ଦ୍ବିତୀୟ ପର୍ଯ୍ୟାୟରେ ୧୪ଲକ୍ଷ ଚାଷୀଙ୍କୁ ମିଳିବ ସହାୟତା, ବରଗଡ ଚାଷୀ ସମାବେଶରେ ଘୋଷଣା କଲେ…

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କାଳିଆ ଯୋଜନାରେ ଚାଷୀ ଓ ଭୂମିହୀନ ଚାଷୀଙ୍କୁ ପ୍ରଥମ ପର୍ଯ୍ୟାୟ ସହାୟତା ଟଙ୍କା ମିଳିସାରିଛି । ଆଜିଠୁ ଦ୍ବିତୀୟ ପର୍ଯ୍ୟାୟରେ ୧୪ ଲକ୍ଷ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ । ଏ ନେଇ ଗୁରୁବାର ବରଗଡ଼ଠାରେ ଏକ କାଳିଆ ଚାଷୀ ମହାସମାବେଶର ଆୟୋଜନ କରାଯାଇଛି । ଏଥିରେ…

ବମିଖାଲ ଓଭରବ୍ରିଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରବାସୀଙ୍କ ଅପେକ୍ଷାର ଅନ୍ତଘଟିଛି । ଅନେକ ବଦବିବାଦ ଓ ଦୁର୍ଘଟଣା ପରେ ଶେଷରେ ଉଦଘାଟିତ ହେଲା ବମିଖାଲ ଓଭରବ୍ରିଜ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଉଦଘାଟନ କରିଛନ୍ତି । ଏହି ବ୍ରିଜ ନିର୍ମାଣରେ ୪୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ବମିଖାଲ…

ବୌଦ୍ଧ ଜିଲ୍ଲାକୁ ୯୭୦ କୋଟି ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୌଦ୍ଧ ଜିଲ୍ଲା ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କଣ୍ଟମାଳ ଓ ବୌଦ୍ଧଠାରେ ୨ଟି ସାଧାରଣ ସଭାରେ ଯୋଗଦେଇ ୯୭୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱରରେ ବାଘ, ଦେଖନ୍ତୁ ସିସିଟିଭି ଫୁଟେଜ

https://youtu.be/Pxga0WStoKY ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀରେ ବାଘ ଆତଙ୍କ । ଭୁବନେଶ୍ୱର ପଳାସପଲ୍ଲୀ ଅଞ୍ଚଳରେ ଏକ କଲରାପତରିଆ ବାଘ ଏକ ପାଚେରୀ ଡେଇଁ ଭିତରକୁ ପଶିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏହି ପାଚେରୀଟି ଏୟାରପୋର୍ଟ ପାଚେରୀ ବୋଲି ସିସିଟିଭି ଫୁଟେଜରୁ…

ଉଦଘାଟନୀ ଉତ୍ସବରେ ମୁହାଁମୁହିଁ ହେଲେ କଂଗ୍ରେସ ଓ ବିଜେଡି କର୍ମୀ

ଓଡ଼ିଶାଫାଷ୍ଟ(ବ୍ୟୁରୋ): ମଙ୍ଗଳବାର ୫କୋଟି ୬୩ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶହେ ଶଯ୍ୟା ବିଶିଷ୍ଟ ମା ଓ ଶିଶୁ ଚିକିତ୍ସା ସୌଧ ଉଦ୍‌ଘାଟନ କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ନିଜ ଜିଲ୍ଲା କେନ୍ଦ୍ରାପଡ଼ା ଯାଇଥିଲେ । ଏହି ସମୟରେ ଉଭୟ ବିଜେଡି ଓ କଂଗ୍ରେସ ନେତାଙ୍କ ମଧ୍ୟରେ…