ଆଇଆଇଏମ୍ସି ପକ୍ଷରୁ ପାଳନ ହେବ ଓଡ଼ିଆ ସାମ୍ବାଦିକତା ଦିବସ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଥମ ଓଡ଼ିଆ ଖବରକାଗଜ ‘ଉତ୍କଳ ଦୀପିକା’ର ପ୍ରକାଶନ ୧୮୬୬ ମସିହା ଅଗଷ୍ଟ ୪ରେ ଆରମ୍ଭ ହୋଇଥିଲା । ଗୌରୀଶଙ୍କର ରାୟ ଏହି ସାପ୍ତାହିକ ଖବରକାଗଜଟିକୁ ପ୍ରକାଶ କରିଥିଲେ ୧୮୬୪ ମସିହାରେ ସ୍ଥାପିତ କଟକ ପ୍ରିଣ୍ଟିଂ କମ୍ପାନୀ ପ୍ରେସ୍ରୁ । ସେଇଥିପାଇଁ ଅଗଷ୍ଟ ୪କୁ ଓଡ଼ିଆ…