ତ୍ରିପୁରା ସୀମାରେ ଓଡ଼ିଆ ଯବାନଙ୍କ ମୃତ୍ୟୁ
ତ୍ରିପୁରା ସୀମାରେ ଓଡ଼ିଆ ବିଏସଏଫ ଯବାନଙ୍କ ମୃତ୍ୟୁ । ମୃତକ ହେଲେ କଳାହାଣ୍ଡି କେସିଙ୍ଗାର ବ୍ଲକ ବେଲଖଣ୍ଡିର ଈଶ୍ୱର ଦୋରା । ଏନେଇ ତ୍ରିପୁରା ବିଏସଏଫ କମାଣ୍ଡାଣ୍ଟ ପକ୍ଷରୁ ଘରକୁ ଖବର ଆସିବା ପରେ କାନ୍ଦବୋବାଳିରେ ଫାଟିପଡୁଛି ଘର ।
ସେ ୨୦୦୯ମସିହାରେ ବିଏସଏଫ ଯବାନ ଭାବେ ଯୋଗ ଦେଇ…