ଲାଞ୍ଚ ନେବାବେଳେ ଧରାପଡିଲେ ଥାନା ଏଏସଆଇ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଜଣେ ପୋଲିସ କର୍ମଚାରୀ । ମାମଲା ଦଫାରଫା କରିବାକୁ ୪ହଜାର ଟଙ୍କା ଲାଞ୍ଚ ନେବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡ଼ଛନ୍ତି । ସେ ହେଲେ ନୂଆପଡା ଜିଲ୍ଲା ଖଡିଆଳ ଥାନାର ଏଏସଆଇ ବିସେଶ୍ୱର ପଣ୍ଡା ।
ପ୍ରକାଶ ଯେ, ଗତ ଡିସେମ୍ବର ୮…