Browsing Tag

nuagaon

ବାରମ୍ବାର ଚଢ଼ାଉ ପରେ ମଧ୍ୟ କମୁ ନାହିଁ ନିଶା ବେପାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଲଷ୍ମୀସାଗର ଅଞ୍ଚଳରେ ଯେତେ ଚଢ଼ାଉ ହେଲେ ଜବତ ହେବା ବନ୍ଦ ହେବାର ନାଁ ଧରୁନାହିଁ । ଆଜି ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଭୁବନେଶ୍ୱର ଲଷ୍ମୀସାଗର ଥାନା ଅଧିନସ୍ଥ ହଳଦୀ ପଡିଆ ବସ୍ତିରୁ ୨୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ…

ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ହତ୍ୟା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଉ କାହା ସହ ପ୍ରେମ ସମ୍ପର୍କ ଥିବା ସନ୍ଦେହରେ ସ୍ତ୍ରୀକୁ ପୋଡି ମାରିଦେଲା ସ୍ବାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତର ନଈତଇଲା ଗ୍ରାମରେ । ଗୁରୁବାର ରାତିରେ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ସ୍ବାମୀ ଏହାକୁ ଆତ୍ମହତ୍ୟାର…

You cannot copy content of this page