Browsing Tag

Now

ଏଣିକି ୬୫ ବର୍ଷ ପରେ ବି କରିପାରିବେ ସ୍ବାସ୍ଥ୍ୟ ବୀମା

ବର୍ତ୍ତମାନ ଆପଣ ନିଜର ବୃଦ୍ଧ ପିତାମାତାଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ପଲିସି କିଣିପାରିବେ। ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (IRDAI) ସ୍ୱାସ୍ଥ୍ୟ ବୀମା କିଣିବା ପାଇଁ ୬୫ ବର୍ଷର ବୟସ ସୀମା ହଟାଇ ଦେଇଛି। ପୂର୍ବରୁ ଉପଭୋକ୍ତା କେବଳ ୬୫ ବର୍ଷ ବୟସ ପର୍ଯ୍ୟନ୍ତ ଏକ ନୂତନ ସ୍ୱାସ୍ଥ୍ୟ ବୀମା…

ଏଣିକି ଘରୋଇ ସ୍କୁଲ ପରି ସରକାରୀ ସ୍କୁଲରେ ହେବ ମାସିକିଆ ପରୀକ୍ଷା

ଏଣିକି ଘରୋଇ ସ୍କୁଲ ପରି ସରକାରୀ ସ୍କୁଲରେ ମଧ୍ୟ ମାସିକିଆ ପରୀକ୍ଷା କରାଯିବ । ପିଲାମାନଙ୍କର ଦକ୍ଷତା ମାପିବା ସହିତ ପାଠପଢ଼ାର ମାନ ପରୀକ୍ଷା କରିବା ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି । ପୂର୍ବରୁ ସରକାରୀ ସ୍କୁଲଗୁଡିକରେ ଷାଣ୍ମାସିକ ଏବଂ ବାର୍ଷିକ…

ଏଣିକି ଶ୍ରୀମନ୍ଦିର ପ୍ରବେଶ ବେଳେ ଭକ୍ତ ପିନ୍ଧିବେ ଶାଳୀନତା ପୋଷାକ

ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତଙ୍କ ପୋଷାକରେ ଆସିବ ଶାଳୀନତା। ନଚେତ୍ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା। ଏଭଳି ଚେତାବନୀ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ପୂର୍ବରୁ ବାରମ୍ବାର ସେବାୟତ ଓ ବୁଦ୍ଧିଜୀବୀମାନଙ୍କ ତରଫରୁ ଭକ୍ତମାନେ ଶାଳୀନତା ଭାବେ ପୋଷାକ ପିନ୍ଧି ଶ୍ରୀମନ୍ଦିର ଯିବାକୁ ପ୍ରଶାସନକୁ…

ସୀମା ପରେ ଅଞ୍ଜୁ, ପ୍ରେମ ପାଇଁ ଭାରତରୁ ପାକିସ୍ତାନ ଗଲେ ପ୍ରେମିକା

ପାକିସ୍ତାନ ମହିଳା ସୀମା ହାଇଦରଙ୍କ ଚର୍ଚ୍ଚା ଥମିନଥିବାବେଳେ ଆଉ ଏକ ଖବର ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶର ମହିଳା ଅଞ୍ଜୁ ବିଷୟରେ । ଯେ କି ପ୍ରେମ ପାଇଁ ଭାରତରୁ ପାକିସ୍ତାନରେ ପହଞ୍ଚିଛନ୍ତି । ଉତ୍ତରପ୍ରଦେଶ କେଲୋରରେ ରହୁଥିବା ୨୯ ବର୍ଷିୟ ଅଞ୍ଜୁ ପାକିସ୍ତାନର ଫେସବୁକ ଫ୍ରେଣ୍ଡ…

ଏଣିକି ଆସନ୍ତା ବର୍ଷଠାରୁ ସ୍ୱାସ୍ଥ୍ୟ ଶିକ୍ଷାନୁଷ୍ଠାନର ନିୟମ ହେବ କୋହଳ

ରାଜ୍ୟରେ ଉଚ୍ଚ ଗୁଣାତ୍ମକ ମାନର ସ୍ୱାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ନେଇ ରାଜ୍ୟ ସରକାର ଆଗକୁ ଆସିଛନ୍ତି । ଆଗାମୀ ଦିନମାନଙ୍କରେ ରାଜ୍ୟବାସୀ କିଭଳି ଉନ୍ନତ ସ୍ୱାସ୍ଥ୍ୟସେବା ପାଇପାରିବେ, ରାଜ୍ୟରେ କିପରି ଅଧିକ ଘରୋଇ ପୁଞ୍ଜି ନିବେଶ ହୋଇପାରିବେ ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ…

ଏଣିକି ମାଗଣାରେ ପାଠ ପଢିବେ ଓଡ଼ିଆ ଅନର୍ସ ଛାତ୍ରଛାତ୍ରୀ

ଏଣିକି ମାଗଣାରେ ପାଠ ପଢିବେ ଓଡ଼ିଆ ଅନର୍ସ ଛାତ୍ରଛାତ୍ରୀ । ହଷ୍ଟେଲ ଫି' ବାଦ ଓଡ଼ିଆ ଅନର୍ସ ଛାତ୍ରଛାତ୍ରୀଙ୍କୁ ଦେବାକୁ ଆଉ କୌଣସି ଫି' ଦେବାକୁ ପଡ଼ିବ ନାହିଁ। ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କଲେଜ ଉନ୍ନୟନ ପାଣ୍ଠିରୁ ଅନ୍ୟ ସମସ୍ତ ଫି' ଭରଣ କରାଯିବ ।

ଏଣିକି ଟୋଲ୍ ପ୍ଲାଜା ବଦଳରେ ଜିପିଏସ୍ ଆଧାରରେ ଦେବାକୁ ପଡିବ ଫି’

ଏଣିକି ଯେତିକି ଦୂର ଯାତ୍ରା କରିବେ ସେତିକି ଦେବାକୁ ପଡିବ ଟୋଲ ଫି। ଟୋଲ୍ ରାଜସ୍ୱ ସଂଗ୍ରହ ପାଇଁ ଖୁବ୍ ଶୀଘ୍ର ନୂଆ ଟେକ୍ନୋଲୋଜି ଆଣିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ଏହା ମାଧ୍ୟମରେ ନ୍ୟାସନାଲ ମାଧ୍ୟମରେ ଥିବା ଟୋଲ୍ ପ୍ଲାଜା ହଟାଇ ଜିପିଏସ୍ ଆଧାରିତ ଟେକ୍ନୋଲୋଜିରେ ଟୋଲ୍ ଭରାଯିବ ।…