ରାଜ୍ୟସଭା ନିର୍ବାଚନ : ଜୁନ୍ ୨ ଯାଏଁ ନାମାଙ୍କନ ପତ୍ର ଦାଖଲ
ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା। ଆଜିଠୁ ଜୁନ୍ ୨ ତାରିଖ ଯାଏଁ ନାମାଙ୍କନ ଦାଖଲ ।
ସୁବାସ ସିଂ କଟକ ମେୟର ହେବା ପରେ ରାଜ୍ୟସଭାରୁ ଇସ୍ତାଫା ଦେଇଥିଲେ । ତେଣୁ ଉପନିର୍ବାଚନ ହେବାକୁ ଯାଉଛି। ଜୁନ 2 ତାରିଖ ହେଉଛି ନାମାଙ୍କନ…