Browsing Tag

not good

ଅଧିକ ଶୋଇଲେ ଏହି ରୋଗରେ ହୋଇପାରନ୍ତି ଆକ୍ରାନ୍ତ

ଶୋଇବାକୁ ସମସ୍ତେ ପସନ୍ଦ କରନ୍ତି । ଏହି ବିଶ୍ରାମର ଗୋଟିଏ ମୁହୂର୍ତ୍ତକୁ କେହି ଛାଡିବାକୁ ଚାହାଁନ୍ତି ନାହିଁ । କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଏହି ଆରାମଦାୟକ ମୁହୂର୍ତ୍ତକୁ ସାରା ଦିନର କାମରେ ପରିବର୍ତ୍ତିତ କରନ୍ତି । ଆଉ ଦୀର୍ଘ ସମୟ ପର୍ୟ୍ୟନ୍ତ ଶୋଇଥା’ନ୍ତି । ସ୍ୱାସ୍ଥ୍ୟ ପାଇଁ ଭଲ…