Browsing Tag

not before that

ଏଣିକି ପିଲାକୁ ୬ ବର୍ଷ ହେଲେ ପ୍ରଥମ ଶ୍ରେଣୀରେ ପଢ଼ିବ, ତା’ପୂର୍ବରୁ ନୁହେଁ

ପିଲାକୁ ୬ ବର୍ଷ ହେଲେ ପ୍ରଥମ ଶ୍ରେଣୀରେ ପଢ଼ିବ। ତା'ପୂର୍ବରୁ ନୁହେଁ। ଜଣେ ଶିଶୁ ୬ ବର୍ଷରେ ପହଞ୍ଚିବା ପରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ କେନ୍ଦ୍ର ନିର୍ଦ୍ଦେଶନାମା ଜାରି କରିଛି। କେନ୍ଦ୍ର ଶିକ୍ଷାମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳକୁ ଏଭଳି ଏକ ଚିଠିରେ…