ସକାଳୁ ଉଠୁ ଉଠୁ କରନ୍ତୁ ଏହିସବୁ କାମ, କେବେବି ଜୀବନରେ ଦେଖାଯିବନି କୌଣସି ଅସୁବିଧା
ମଣିଷ ନିଜ ଜୀବନକୁ ସୁଖମୟ କରିବା ପାଇଁ ସମସ୍ତ ପ୍ରୟାସ କରନ୍ତି । ସେଥି ପାଇଁ ସେ ସର୍ବଦା ସଫଳତାର ପାହାଚ ଚଢ଼ନ୍ତି, ନିଜ ସାମ୍ନାରେ କୌଣସି ପ୍ରତିବନ୍ଧକ ଆସିବାକୁ ଦିଅନ୍ତୁ ନାହିଁ । ସେ ସବୁବେଳେ ଆର୍ଥିକ ଅସୁବିଧାରୁ ଦୂରେଇ ରୁହନ୍ତି । ଯାହାଫଳରେ ଘରେ ସବୁବେଳେ ସୁଖ ଓ ଶାନ୍ତି ରହିଥାଏ ।…