ଏହି କାରଣରୁ ଆଉ ଆପଣଙ୍କ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଉନି ତ ଝଗଡା, ତେବେ ଖୁବ ଶୀଘ୍ର ବେଡ଼ ରୁମରେ କରନ୍ତୁ ଏଭଳି…
ପ୍ରତ୍ୟେକ ଦମ୍ପତି ନିଜ ବୈବାହିକ ଜୀବନରେ ସୁଖ-ଶାନ୍ତି ଚାହାଁନ୍ତି । ଦୁହିଁଙ୍କହିଁ ମଧ୍ୟରେ ଥିବା ଭଲ ପାଇବା ଅତୁଟ ରହୁ । ମାତ୍ର ବେଳେବେଳେ ବୁଝି ହୁଏନା କେଉଁ କାରଣରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇଥାଏ । ଆଉ ତାହା ଗୋଟେ କି ଦୁଇ ଦିନ ପାଇଁ ନ ଥାଏ । ଅହରହ ସେମାନଙ୍କ ମଧ୍ୟରେ କଳହ…