କରୋନା ଟିକାରେ ସୁସ୍ଥ ହେବା ଗ୍ୟାରେଣ୍ଟି ନାହିଁ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ଟିକାରେ ସୁସ୍ଥ ହେବା ଗ୍ୟାରେଣ୍ଟି ନାହିଁ ଏପରି ମନ୍ତବ୍ୟ ରଖିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ମୁଖ୍ୟ ଟେଡ୍ରୋସ ଅଧାନୋମ ଘେବ୍ରେୟେସସ । ଗତକାଲି ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଟେଡ୍ରୋସ ଅଧାନୋମ ଘେବ୍ରେୟେସସ ଏହା କହିଛନ୍ତି ।…