କୋଟିଆରେ ଇଲେକ୍ସନ ନୁହେଁ ହେବ ସିଲେକ୍ସନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୋଟିଆରେ ଇଲେକ୍ସନ ନୁହେଁ ହେବ ସିଲେକ୍ସନ । ଅର୍ଥାତ ସର୍ବସମ୍ମତିରେ ଚୟନ ହେବେ ଜନ ପ୍ରତିନିଧି । ଆଜି ସର୍ବଦଳୀୟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।
ସୂଚନା ଅନୁଯାୟୀ, ଆଜି କୋଟିଆଠାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହାଇଥିଲା । ସେଠାରେ ତିନି ଦଳ ପକ୍ଷରୁ…