ଓଡ଼ିଶା ପାଇଁ ବାତ୍ୟାର କୌଣସି ଭୟ ନାହିଁ !
'ଓଡ଼ିଶାକୁ ମହାବାତ୍ୟା ମାଡ଼ି ଆସୁଛି, ଘଣ୍ଟାକୁ ୨୫୦ କିମି ବେଗରେ ପବନ ବୋହିବ।' ଗତକାଲି ଆମେରିକାନ୍ ସଂସ୍ଥା GFS(Global Forecast System) ଏପରି ପୂର୍ବାନୁମାନ କରିବା ପରେ ଆତଙ୍କିତ ହୋଇ ପଡ଼ିଥିଲେ ରାଜ୍ୟବାସୀ। ବଙ୍ଗୋପସାଗରରେ ଅକ୍ଟୋବର ୧୮ରୁ ୨୫ ତାରିଖ ମଧ୍ୟରେ ଏକ ମହାବାତ୍ୟା ସୃଷ୍ଟି…