ନିର୍ମାଣ ଶ୍ରମିକ କଲ୍ୟାଣମଣ୍ଡପ ସସ୍ତାହ ଉଦଘାଟିତ, ଶ୍ରମିକଙ୍କ ହକ୍ ପାଇଁ କାମ କରୁଛି ଏବଂ କରିଚାଲିବି-…
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରମିକମାନଙ୍କ ହକ୍ ପାଇଁ ମୁଁ କାମ କରୁଛି ଏବଂ କରିଚାଲିବି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ସ୍ଥାନୀୟ ସ୍ୱାଧୀନତା ସଂଗ୍ରାମୀ ପଡିଆରେ ଶ୍ରମିକ ଏବଂ ଇଏସଆଇ ବିଭାଗ ପକ୍ଷରୁ ଆୟୋଜିତ ଶ୍ରମିକ ସପ୍ତାହ ପାଳନ ଉଦଘାଟନ କାର୍ଯ୍ୟକ୍ରମରେ…