Browsing Tag

Nirbhaya rape case

ନିର୍ଭୟା ଗଣ ବଳାତ୍କାର ଅଭିଯୁକ୍ତଙ୍କ ଫାଶି ଦଣ୍ଡାଦେଶ କାଏମ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୧୨ ଡିସେମ୍ବରରେ ର୍ନିଭୟା ଗଣଦୁଷ୍କର୍ମ ମାମଲାର ଚୂଡାନ୍ତ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ପୂର୍ବ ରାୟକୁ କାଏମ ରଖିବା ସହ ଅଭିଯୁକ୍ତ ବିନୟ ଶର୍ମା, ପୱନ ଗୁପ୍ତା ଓ ମୁକେଶ ସିଂହଙ୍କ ରିଭ୍ୟୁ ପିଟିସନକୁ ଖାରଜ କରିଦେଇଛନ୍ତି ଖଣ୍ଡପୀଠ। ପ୍ରଧାନ ବିଚାରପତି ଦୀପକ…