ବିଜୟ ମାଲ୍ୟା, ନିରବ ମୋଦୀ ଓ ମେହୁଲ ଚୋକସିର ସଂପତ୍ତି ବିକି ଭରଣା ହେଲାଣି ୧୩,୧୦୦ କୋଟି ଟଙ୍କା: ଇଡି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶର ବ୍ୟାଙ୍କଗୁଡିକୁ ଚୁନା ଲଗାଇ ଫେରାର ହୋଇଥିବା ବିଜୟ ମାଲ୍ୟା ଓ ନିରବ ମୋଦୀଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ଉଦ୍ୟମ ଜାରି ରହିଛି। ଅନ୍ୟପଟେ ସେମାନଙ୍କର ଭାରତରେ ଥିବା ସେୟାର ଓ ଧନ ସଂପତ୍ତି ବିକ୍ରି, ନିଲାମ କରାଯାଇ ଆର୍ଥିକ କ୍ଷତିର ଭରଣା ପ୍ରକ୍ରିୟା ଜାରି…