Browsing Tag

Nipah virus

ବାଲେଶ୍ୱରରେ ନିପା ଭାଇରସ ଭୟ

ଓଡ଼ିଶାଫାଷ୍ଟ(ବ୍ୟୁରୋ)-ଗୋଆରେ କାମ କରୁଥିବା ବାଲେଶ୍ୱର ୨ଜଣ ଯୁବକଙ୍କ ନିପା ଭାଇରସ ରେ ମୃତ୍ୟୁ ହୋଇଥିବା ଜଣାପଡିବ ପରେ ଏବେ ଜିଲ୍ଲା ବାସୀ ଭୟଭୀତ ହୋଇପଡିଛନ୍ତି। ତେଣୁ ସୋମବାର ରାତିରେ ଗୋଆରୁ ଫେରୁଥିବା ୭ ଜଣ ଯୁବକଙ୍କୁ ବାଲେଶ୍ୱର ରେଳ ଷ୍ଟେସନରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ…