Browsing Tag

NHI

ଇସ୍କନ ମନ୍ଦିରର ଜବରଦଖଲ ଉଚ୍ଛେଦ, ଢେଲା ଓ ପଥର ମାଡ଼, ୪ ଆହତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାମାନ୍ୟ ବର୍ଷାହେଲେ ଇସ୍କନ ମନ୍ଦିର ସମ୍ମୁଖରେ ଅଣ୍ଟାଏ ପାଣି ଜମି ରହୁଥିଲା ଯାହାକି ବିଏମସି ଓ ଏନଏଚଆଇ ର ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । ତେଣୁ ଆଜି ଇସ୍କନ ମନ୍ଦିରର ଜବରଦଖଲରେ ଥିବା ଜମି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଇସ୍କନ ଅନୁଗାମୀ ଗୁରୁଙ୍କ…