ନିର୍ବାଚନ କମିଶନଙ୍କ ନୂଆ ନିୟମ, ପ୍ରାର୍ଥୀ ନିଜେ ତିନି ଥର ଦେବେ ନିଜର ଅପରାଧିକ ବିଜ୍ଞାପନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏଥର ନିର୍ବାଚନରୁ ଅପରାଧକୁ ଦୁରେଇ ରଖିବାକୁ ନିର୍ବାଚନ କମିଶନଙ୍କ ପ୍ରୟାସ । ପ୍ରଥମ ଥର ପାଇଁ ଏପରି ପ୍ରୟାସ କରାଯାଇଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଯେଉଁ ପ୍ରାର୍ଥୀଙ୍କ ନାଁ ରେ ଅପରାଧିକ ମାମଲା ଅଛି ସେ ନିଜେ ଏହି ମାମଲା ଗୁଡିକର ବିଜ୍ଞାପନ ଟିଭି…