ଯେଉଁ ମହିଳାମାନେ ମୁଣ୍ଡରେ ଓଢଣି ରଖନ୍ତି ନାହିଁ, କଣ ହୁଏ ଜାଣନ୍ତୁ
ଯେଉଁ ପରିବାରରେ ସଂସ୍କୃତି ଓ ପରମ୍ପରାର ସମ୍ମାନ କରାଯାଏ, ସେହି ପରିବାର ସର୍ବଦା ସୁଖୀ ରୁହେ ଓ ପରିବାରର ସଦସ୍ଯଙ୍କୁ ପ୍ରତ୍ଯେକ କ୍ଷେତ୍ରରେ ସଫଳତା ମିଳେ । ମାତ୍ର ଏହାର ବିପରୀତ ଯେଉଁ ଘରେ ଆଧୁନିକତା ନାମରେ ଆମ ସଂସ୍କୃତି ଓ ପରମ୍ପରାର ଅସମ୍ମାନ କରାଯାଏ, ସେ ଘରର ଅଧୋଗତି ନିଶ୍ଚୟ ହୁଏ ।…