ଜେଏନୟୁର ନୂଆ ନିୟମ, ଏଣିକି ଧାରଣା କିମ୍ବା ହିଂସା କଲେ ୨୦,୦୦୦ତାଙ୍କ ଜରିମାନା ସହ ଆଡମିଶନ ବାତିଲ
ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ନୂତନ ନିୟମ ଅନୁଯାୟୀ, କ୍ୟାମ୍ପସରେ ଧାରଣା କରିବା ଏବଂ ହିଂସା ପାଇଁ ଛାତ୍ରଛାତ୍ରୀଙ୍କୁ ୨୦,୦୦୦ ଟଙ୍କା ଜରିମାନା କରାଯାଇପାରେ, ସେମାନଙ୍କ ଆଡମିଶନ ବାତିଲ ହୋଇପାରେ କିମ୍ବା ୩୦,୦୦୦ ଟଙ୍କା ଜୋରିମାନା କରାଯାଇପାରେ। ଏଥି ପାଇଁ ଜେଏନୟୁ…