ବିନା ଭକ୍ତରେ ହେବ ପାର୍ବଣ ପୂଜା, ୪ ମାସ ଯାଏଁ କଟକଣା ଜାରି କଲେ ସରକାର
ବିନା ଭକ୍ତରେ ହେବ ପାର୍ବଣ ପୂଜା । ପାର୍ବଣ ପାଇଁ ଆସିଲା ଗାଇଡ଼ଲାଇନ୍ । ରାଜ୍ୟରେ ଅଗଷ୍ଟରୁ ନଭେମ୍ବର ଯାଏଁ ହେବାକୁ ଥିବା ସମସ୍ତ ପର୍ବ ପାଇଁ ଆସିଲା ଗାଇଡ଼ଲାଇନ୍ । ବିନା ଭକ୍ତରେ କେବଳ ରୀତିନୀତିରେ ପାଳନ ହେବ ସାମୂହିକ ପୂଜା ପାର୍ବଣ । ପର୍ବପର୍ବାଣୀରେ ଠାକୁରଙ୍କୁ ଦର୍ଶନ କରିପାରିବେନି…