ସକାଳୁ ଉଠି କେବେ ବି କରନ୍ତୁ ନାହିଁ ଏହିସବୁ କାର୍ଯ୍ୟ, ନହେଲେ ଦୁର୍ଭାଗ୍ୟରେ ପରିଣତ ହେବ ଆପଣଙ୍କ ଜୀବନ
ଦିନର ଆରମ୍ଭ ଯଦି ଭଲ ହୋଇଥାଏ, ତେବେ ସାରା ଦିନ ଭଲରେ କଟିଥାଏ ବୋଲି କୁହାଯାଏ । ସକାଳୁ ବିଛଣାରୁ ଉଠିବା ପରେ ଲୋକେ ଅଜାଣତରେ କିଛି ଏପରି କାମ କରିଦେଇଥାନ୍ତି,ଯାହାକି ତାଙ୍କର କାମ ଓ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ । ଶାସ୍ତ୍ରରେ କିଛି ଏପରି କାର୍ଯ୍ୟକୁ ସକାଳୁ ଉଠି କରିବାକୁ ବାରଣ…