ନେଲପଲିସ୍ ଲଗାଇବା ଦ୍ୱାରା କି ସମସ୍ୟା ଦେଖାଦିଏ ଜାଣନ୍ତୁ…
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନେଲପଲିସ୍ ଲଗାଇବାକୁ ସବୁ ଝିଅ ଭଲ ପାଆନ୍ତି। ଏହା ନଖକୁ ଏକ ନୂଆ ଲୁକ୍ ଦେଇଥାଏ। ମାର୍କେଟରେ ଆପଣଙ୍କୁ ବିଭିନ୍ନ ରଙ୍ଗର ନେଲପଲିସ୍ ଅତି ସହଜରେ ମିଳିଯିବ। କିନ୍ତୁ ଆପଣ ଜାଣନ୍ତି କି, ନେଲପଲିସ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ। ଅଧିକ ନେଲପଲିସ ବ୍ୟବହାର କଲେ…