Browsing Tag

near railway line

ହାତୀମୃତ୍ୟୁ ଏଡ଼ାଇବାକୁ ରେଳଧାରଣା କଡ଼ରେ ଲାଗିବ ମହୁମାଛି ଶବ୍ଦ ମେଶିନ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ରାଜ୍ୟରେ ଅଧିକାଂଶ ସମୟରେ ରେଳ ଦୁର୍ଘଟଣା ଯୋଗୁଁ ବହୁ‌ ହାତୀଙ୍କର ମୃତ୍ୟୁ ଘଟୁଛି। ଏହାକୁ ଏଡାଇବା ପାଇଁ ରାଜ୍ୟ ସରକାର ରେଳଧାରଣା କଡରେ ମହୁମାଛି ଶବ୍ଦ ସୃଷ୍ଟି କରୁଥିବା ମେଶିନ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ହାତୀ ଚଳ ପ୍ରଚଳ ହେଉଥିବା‌ ରେଳ ଧାରଣା…