ଓଡ଼ିଶାରୁ ଚିହ୍ନଟ ହେଲା ଗୋଟିଏ ସୁନା ଏବଂ ୧୭ଟି ଡ଼େକୋରେଟିଭ୍ ଷ୍ଟୋନ ଖଣି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶାରେ ୨୨୦ଟି ଖଣି ଖନନ ପାଇଁ ଚିହ୍ନଟ ହୋଇ ଥିବା ବେଳେ ସେଥିରେ ଗୋଟିଏ ସୁନା ଏବଂ ୧୭ଟି ଡ଼େକୋରେଟିଭ୍ ଷ୍ଟୋନ ଖଣି ରହିଛି। ଏହି ସୁନା ଖଣିଟି କେନ୍ଦୁଝର ଜିଲ୍ଲାରେ ରହିଛି ।
ସୂଚନା ଅନୁଯାୟୀ, ଆସନ୍ତା ୭ରୁ ୮ବର୍ଷ ମଧ୍ୟରେ ଏସବୁ ଖଣି ନିଲାମ କରାଯିବ ।…