Browsing Tag

NDA is leading the initial trend in the country

ଦେଶରେ ପ୍ରାରମ୍ଭିକ ଟ୍ରେଣ୍ଡରେ NDA ଆଗରେ

ଚାଲିଛି ଲୋକସଭା ନିର୍ବାଚନର ଭୋଟ୍ ଗଣତି । ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ । ପ୍ରାରମ୍ଭିକ ଟ୍ରେଣ୍ଡରେ NDA ଆଗରେ ରହିଛି । ସେହିପରି INDIA ପଛରେ ରହିଛି । ୫୪୩ ସିଟରୁ NDA ୩୦୮ଆସନରେ ଆଗରେ ଥିବା ବେଳେ INDIA ୧୪୮ ଆସନରେ ପଛରେ ରହିଛି । ଭୋଟ ଗଣନା କେନ୍ଦ୍ରର ସୁରକ୍ଷା ପାଇଁ ଡବଲ…