ଏଥର ଏକା ଲଢ଼ିବେ ମାୟାବତୀ
ବିଜେପିକୁ ଚେକ୍ ଦେବାକୁ ବିରୋଧୀ ଗୋଟିଏ ଛାତ ତଳେ ଏକାଠି ହେବାକୁ ଚଲାଇଥିବା ଉଦ୍ୟମକୁ ଲାଗିଛି ଝଟକା । ଏହି ମେଣ୍ଟରେ ନ ରହି ୨୦୨୪ ନିର୍ବାଚନ ଏକା ଲଢ଼ିବାକୁ ବିଏସପି ସୁପ୍ରିମୋ ମାୟାବତୀ ନେଇଛନ୍ତି ନିଷ୍ପତ୍ତି । ଟ୍ବିଟ୍ କରି ଏନେଇ ସ୍ପଷ୍ଟ କରିଛନ୍ତି ମାୟାବତୀ ।
ଅନୁମାନ…