ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍ ଚାଟ୍କୁ ନେଇ ମାରାଥନ୍ ଜେରା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଡ୍ରଗ୍ସ ଲିଙ୍କ୍ ମାମଲାରେ ଘାଣ୍ଟି ହେଉଛି ବି-ଟାଉନ୍ । ଜଣେ ପରେ ଜଣେ ସେଲିବ୍ରିଟି ଡ୍ରଗ୍ସ ଲିଙ୍କ୍ ମାମଲାରେ ଫସୁଛନ୍ତି । ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ବନ୍ଧାହୋଇ ଜେଲରେ ଥିବା ବେଳେ ଏବେ ଏହାର ଖିଅ…