ବବି ଙ୍କ ଖେଳ ଖତମ କରିଦେଲେ ନବୀନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଣ୍ଡିଆନଙ୍କୁ ବିରୋଧ ପଛର ମୁଖ୍ୟ ନାୟକ ବବି । ଫସର ଫାଟିଗଲା ବବିଙ୍କ ସବୁ ପ୍ଲାନ । ନବୀନଙ୍କ ମନ୍ତବ୍ୟ ସବୁ ବିଗାଡ଼ି ଦେଲା । ହେଉଥିଲେ ଏ ଘର ମାଉସୀ ସେ ଘର ପିଉସୀ । ହେଲେ ଖେଳ ଖତମ କରିଦେଲେ ନବୀନ ।
୨୦୨୪ ନିର୍ବାଚନ ହାରିବା ପରେ ସମଗ୍ର ବିଜେଡି କର୍ମୀ ସହ…