ଆସନ୍ତାକାଲି ବନ୍ଦ ପାଳନକୁ ସମର୍ଥନ ଦେବନି ବିଜେଡି ! ମୁଖ୍ୟମନ୍ତ୍ରୀ ଯିବେ ବାରିପଦା
ଓଡିଶା ଫାଷ୍ଟ ( ବ୍ୟୁରୋ ) : ଆସନ୍ତାକାଲି ଦେଶର ଶ୍ରମିକ ସଂଗଠନଗୁଡ଼ିକ ଡାକରା ଦେଇଥିବା 24 ଘଣ୍ଟିଆ ଭାରତ ବନ୍ଦକୁ ବିଜେଡି ସମର୍ଥନ କରିବ ନାହିଁ ବୋଲି ପରୋକ୍ଷରେ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଲି ବାରିପଦାରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଲାଗି ନିର୍ମିତ ଏକ ଆବାସିକ…