ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ସାରା ଓଡିଶାରେ ପ୍ରତିବାଦ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମମିତା ମେହେର ହତ୍ୟା ମାମଲାରେ ପୁଲିସର ନିଷ୍କ୍ରିୟତା, FIR ନ ରଖିବା ଏବଂ ଖୋଦ୍ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତିକୁ ନେଇ ବିଜେପି ବିକ୍ଷୋଭ କରିଛି। ମହିଳାମୋର୍ଚ୍ଚାର କର୍ମୀମାନେ ଆଇନକୁ କୋକେଇରେ ଶୁଆଇ, ହାତରେ ଗୋବର ପାଣି ଛିଞ୍ଚି ରାଜଧାନୀ…