ନେତା ଓ କର୍ମୀଙ୍କୁ ଖୁସି କଲେ ନବୀନ, ଆରମ୍ଭ କଲେ ଥଇଥାନ ପ୍ରକ୍ରିୟା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା । ଏହି ବୈଠକରେ ନୂତନ ସଦସ୍ୟ ଚୟନ କରାଯାଇଛି । ଏହି ଚୟନ ଅନୁଯାୟୀ ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ଓ ଅନୁପ ସାୟଙ୍କୁ ହଉସିଂ କର୍ପୋରେସନ…