ଘରେ ରଖନ୍ତୁ ନାହିଁ ଏହି ୪ଟି ଜିନିଷ,ନଚେତ୍ ହୋଇ ଯିବେ କାଙ୍ଗାଳ
ଆମ ଓଡ଼ିଆ ଘରେ ଆମେ ବାସ୍ତୁ ଶାସ୍ତ୍ର କୁ ଖୁବ୍ ମହତ୍ତ୍ଵ ଦେଇଥାଉ । କାରଣ ବାସ୍ତୁ ଶାସ୍ତ୍ର ଦ୍ଵାରା ଘରକୁ ସକାରାତ୍ମକ ଶକ୍ତି ଓ ନକାରାତ୍ମକ ଶକ୍ତି ଆସିଥାଏ । ବେଳେବେଳେ ଏପରି କିଛି ଜିନିଷ କୁ ନେଇ ଆମେ ଘର ସଜାଇ ଥାଉ ଯାହା ଆମ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ତେଣୁ ଆମେ ସେଥି…