Browsing Tag

National

ସାମରିକ ଘାଟିରେ ରକେଟ୍‌ ମାଡ, ୩୫ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଋଷ ଓ ୟୁ୍କ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଆଜି ୧୮ ଦିନ ପୂରିଛି । ଆଜି ଋଷ ପକ୍ଷରୁ ପଶ୍ଚିମ ୟୁକ୍ରେନରେ ଥିବା ଏକ ସାମରିକ ବେସ ଉପରେ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ୩୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୭ ଜଣ ଆହତ ହୋଇଛନ୍ତି । ଏହି ଆକ୍ରମଣ ନେଇ ସ୍ଫଷ୍ଟ…

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ଆତଙ୍କବାଦୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାମ୍ମୁ କାଶ୍ମୀର ପୁଲଓ୍ୱାମାରେ ସେନାର ବଡ଼ ଧରଣର ଏନକାଉଣ୍ଟର । ପୁଲଓ୍ୱାମା ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି । ଏହି ଚାରି ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣ ଜୈଶ-ଇ-ମହମ୍ମଦର ହୋଇଥିବାବେଳେ ଲସ୍କର-ଇ-ତୈବାର ଓ ପାକିସ୍ତାନର ଜଣେ ଆତଙ୍କବାଦୀ ନିହତ…

ଋଷ୍‌ ଦେଲା ଅଫର୍‌, କମିପାରେ ପେଟ୍ରୋଲ୍‌-ଡିଜେଲ୍‌ ଦାମ୍‌

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଋଷିଆନ୍‌ ତୈଳ କମ୍ପାନୀ ଭାରତକୁ ତୈଳ ବିକ୍ରି ନେଇ ବଡ଼ ମାତ୍ରାରେ ଡିସ୍କାଉଣ୍ଟ ଦେବାକୁ ଅଫର୍‌ ଦେଉଛନ୍ତି । ଏକ ବାଣିଜ୍ୟ ପତ୍ରିକାର ରିପୋର୍ଟ ମୁତାବକ, ଋଷ୍‌ର ତେଲ କମ୍ପାନୀ ଭାରତକୁ ଅଶୋଧିତ ତୈଳର ଦାମ୍‌ ଠାରୁ ୨୫ରୁ ୨୭ ପ୍ରତିଶତ କମ୍‌ରେ ବିକ୍ରି କରିବାକୁ ଅଫର୍‌…

ସରକାରୀ କମ୍ପାନୀ ଏବଂ ସଂସ୍ଥାର ଜମି ବିକିବେ କେନ୍ଦ୍ର ସରକାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରୀୟ ସାର୍ବଜନୀନ କ୍ଷେତ୍ର ଉଦ୍ୟମ(CPSEs) ହେଉ କିମ୍ବା ସରକାରୀ ଏଜେନ୍ସି ହେଉ ଏମାନଙ୍କର ଖାଲି ପଡିଥିବା ଜମି, ଭବନ ଏବଂ ସଂପତ୍ତି ବିକ୍ରି କରି ରାଜସ୍ଵ ସଂଗ୍ରହ କରିବେ କେଦ୍ର ସରକାର ବୋଲି ଘୋଷଣା କରିଛନ୍ତି । ଏହି କାମ ପାଇଁ କେନ୍ଦ୍ର ସରକାର ଏକ କମ୍ପାନୀ…

ଅନୈତିକ ସମ୍ପର୍କ ମାମଲା; ଗିରଫ ହେଲେ ଫିଲ୍ମ ନିର୍ଦ୍ଦେଶକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୁଷ୍କର୍ମ ଅଭିଯୋଗରେ ମାଲାୟଲମ ଫିଲ୍ମ ନିର୍ଦ୍ଦେଶକ ଲିଜୁ କ୍ରିଷ୍ଣାଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ବିରୋଧରେ କାକାନାଡ ସ୍ଥିତ ଇନ୍‌ଫୋପାର୍କ ପୋଲିସ ଷ୍ଟେସନରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଏଭଳି ଗୁରୁତର ଅଭିଯୋଗ ଆସିବା ପରେ ପୋଲିସ ଲିଜୁଙ୍କୁ ନିଜ…

ବେସରକାରୀ ମେଡିକାଲ୍‌ କଲେଜ୍‌ର ଅଧା ସିଟ୍‌ ପାଇଁ ନିଆଯିବ ସରକାରୀ ଫିସ୍‌

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ, ଦେଶର ସମସ୍ତ ବେସରକାରୀ ବା ପ୍ରାଇଭେଟ୍‌ ମେଡିକାଲ୍‌ କଲେଜ୍‌ର ଅଧା ସିଟ୍‌ ପାଇଁ ସରକାରୀ କଲେଜ୍‌ରେ ପାଠ ପଢ଼ିବା ପାଇଁ ହେଉଥିବା ଖର୍ଚ୍ଚ ଲାଗିବ । ଅର୍ଥାତ ସରକାରୀ କଲେଜ୍‌ରେ ଧାର୍ଯ୍ୟ ଫିସ୍‌ ଅନୁସାରେ ପ୍ରାଇଭେଟ୍‌ କଲେଜ୍‌…

ପୁଣି ପୁଟ୍ଟିନ୍‌ଙ୍କ ସହ କଥା​‌ହେଲେ ପ୍ରଧାନମନ୍ତ୍ରୀ ମୋଦି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଋଷ ଏବଂ ୟୁକ୍ରେନ୍‌ ଯୁଦ୍ଧ ୧୨ ଦିନରେ ପହଞ୍ଚିଲା । କୂଟନୈତିକ ସ୍ତରରେ ସମାଧାନ ପାଇଁ ଉଦ୍ୟମ କରାଯାଉଛି । ଏହାରି ମଧ୍ୟରେ ଭାରତ ପକ୍ଷରୁ ମଧ୍ୟ ଉଦ୍ୟମ ଜାରି ରହିଛି । ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ୍‌ ସଙ୍କଟକୁ ନେଇ ପୁଣି ଥରେ, ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର୍…

ମୋଦୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ । ଚିଠିରେ ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କ କଥା ଜଣାଇଛନ୍ତି। ନବୀନ କହିଛନ୍ତି ”ୟୁକ୍ରେନ ସଙ୍କଟ ଯୋଗୁଁ ବହୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାଘାତ ହୋଇଛି । ଏହି ଛାତ୍ରଛାତ୍ରୀଙ୍କ…

ଦ୍ବିତୀୟଥର ୟୁକ୍ରେନକୁ ସହାୟତା ପଠାଇଲା ଭାରତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୟୁକ୍ରେନକୁ ଦ୍ବିତୀୟ ପର୍ଯ୍ୟାୟ ସହାୟତା ପଠାଇଛି ଭାରତ । ୟୁକ୍ରେନର ଆକାଶ ମାର୍ଗ ସମ୍ପୂର୍ଣ୍ଣ ବନ୍ଦ ରହିଥିବାବେଳେ ଏହି ସହାୟତା ସାମଗ୍ରୀ ପୋଲାଣ୍ଡରେ ପହଞ୍ଚିବ । ପରେ ସେଠାରୁ ୟୁକ୍ରେନକୁ ହସ୍ତାନ୍ତର ହେବ । ଏଥିରେ ଔଷଧ, ଚିକିତ୍ସା ଉପକରଣ ଏବଂ ଅନ୍ୟାନ୍ୟ ରିଲିଫ୍…

ଋଷିଆର ଜବାବ ଲାଗି ବୋରିଶ ଜନସନ ପ୍ରସ୍ତୁତ କରିଛନ୍ତି ୬ ଦଫା କାର୍ଯ୍ୟସୂତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍ ୟୁକ୍ରେନରେ ଯୁଦ୍ଧର ଘନଘଟା ସମାପ୍ତ ଓ ଋଷିଆକୁ ଉପଯୁକ୍ତ ଶିକ୍ଷା ଦେବା ଲାଗି ଏକ ୬ ସୂତ୍ରୀ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରଥମରୁ ୟୁକ୍ରେନକୁ ନେଇ ବ୍ରିଟେନ ବେଶ୍ ଆକ୍ରମକ ଦେଖାଯାଇଛି। ବିଶ୍ୱରେ କୌଣସି ଦେଶ ଋଷିଆ…