Browsing Tag

NATIONAL. Jamu

ଜମ୍ମୁ କଶ୍ମୀର ବିକାଶ ଲାଗି ୫୫ ହଜାର କୋଟିର ପ୍ୟାକେଜ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଧାରା ୩୭୦ ହଟିବା ପରେ ଜମ୍ମୁକଶ୍ମୀରରେ ବିକାଶର ନୂଆ ଯୁଗ ଆରମ୍ଭ ହୋଇଛି । ଏବେ କାହାକୁ ଡରିବାର ଆବଶ୍ୟକତା ନାହିଁ । ଜମ୍ମୁ କଶ୍ମୀର ଗସ୍ତର ଦ୍ବିତୀୟ ଦିନରେ ଗୃହମନ୍ତ୍ରୀ ଅମିତ ଶାହା ଏହ ରାଲିକୁ ସମ୍ବୋଧନ କରି କହିଛନ୍ତି, ଘାଟିରେ ବିକାଶର ନୂଆ ଯାତ୍ରାର ଶୁଭାରମ୍ଭ…