Browsing Tag

National

ଜାପାନରେ ତୀବ୍ରତା ୭.୩ ଭୂକମ୍ପ ଅନୁଭୂତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାପାନରେ ବୁଧବାର ରାତିରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୩ ବୋଲି ଜଣାପଡିଛି । ଫଳରେ ଉତ୍ତରପୂର୍ବ ଉପକୂଳରେ ୧ ମିଟର ସୁନାମୀ ଆସିବା ନେଇ ପ୍ରଶାସନ ସତର୍କ ସୂଚନା ଦେଇଛି । ଏଥିରେ ୨ଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି ।…

ଆମେରିକା ସଂସଦକୁ ସମ୍ୱୋଧିତ କଲେ ୟୁକ୍ରେନ୍‌ ରାଷ୍ଟ୍ରପତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଆମେରିକା ସଂସଦକୁ ସମ୍ୱୋଧିତ କରିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଭେଲୋଡିମିର ଜେଲେନ୍‌ସ୍କି । ଭର୍ଚୁଆଲ୍‌ ମୋଡ୍‌ରେ ସମ୍ୱଧିତ କରିଵା ସହ ଦ୍ୱିତୀୟ ବିଶ୍ୱଯୁଦ୍ଧକୁ ସ୍ମରଣ କରିଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଯେଉଁଭଳି ପର୍ଲ ହାର୍ବରରେ ଆକ୍ରମଣ ହୋଇଥିଲା ଠିକ…

୯୭ ଜଣ ଶିଶୁ ଯୁଦ୍ଧରେ ପ୍ରାଣ ହରାଇଛନ୍ତି : ଜେଲେନସ୍କି

ୟୁକ୍ରେନରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ୯୭ ଜଣ ଶିଶୁ ଯୁଦ୍ଧରେ ପ୍ରାଣ ହରାଇଛନ୍ତି । କାନାଡ଼ା ସଂସଦରେ ଅଭିଭାଷଣ ବେଳେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କି । ଏପଟେ କିଭରେ ଋଷର ଆକ୍ରମଣ ବଢୁଥିବା ବେଳେ ସେଠାରେ ୩୬ ଘଣ୍ଟାର କର୍ଫ୍ୟୁ ଘୋଷଣା କରିଛନ୍ତି ସରକାର ।…

୩୧ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ବଢିଲା କୋଭିଡ ପ୍ରତିବନ୍ଧକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୩୧ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ବଢିଲା କୋଭିଡ ପ୍ରତିବନ୍ଧକ। ଜନସାଧାରଣଙ୍କ ସମାବେଶ ଉପରେ ରାତି ୧୨ଟାରୁ ୫ଟା ପର୍ଯ୍ୟନ୍ତ ଲୋକ ତଥା ଯାନବାହନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ରାଜ୍ୟ ସରକାର କହିଛନ୍ତି । ତେବେ ହୋଲିକା ଦହନ ଅବସରରେ ଏହି ରିହାତି…

ପୁଟିନଙ୍କୁ ‘ମାନସିକ ରୋଗୀ’ କହିଥିବା ମଡେଲଙ୍କ ମୃତ୍ୟୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ମାନସିକ ରୋଗୀ କହିଥିବା ଜଣେ ମଡେଲଙ୍କ ମୃତ୍ୟୁ ଘଟିଛି। ତାଙ୍କମୃତଦେହ ସୁଟକେସରୁ ଉଦ୍ଧାର ହୋଇଛି । ବର୍ଷ ପୂର୍ବେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସମାଲୋଚନା କରିବା ପରଠାରୁ ଏହି ରୁଷୀୟ ମଡେଲ ଜଣଙ୍କ ନିଖୋଜ ଥିଲେ । ସେ ସୋସିଆଲ…

ହସ୍ପିଟାଲରେ ନିଆଁ; ରୋଗୀଙ୍କୁ ରାସ୍ତାରେ ଶୁଆଇଦେଲେ କର୍ମଚାରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନୂଆଦିଲ୍ଲୀ ମେଡିକାଲ କଲେଜରେ ଭୟଙ୍କର ଅଗ୍ନିକାଣ୍ଡ। ହସ୍ପିଟାଲରେ ନିଆଁ ଲାଗିଥିବା ରୁ ରୋଗୀଙ୍କୁ ରାସ୍ତାରେ ଶୁଆଇଲେ ହସ୍ପିଟାଲର କର୍ତ୍ତୃପକ୍ଷ । ଏପରି ଘଟଣା ସାମ୍ନାକୁ ଆସିଛି ଆଗ୍ରା ଏସଏନ ମେଡିକାଲ କଲେଜ ଓ ହସ୍ପିଟାଲରେ । ସୂଚନାଯୋଗ୍ୟ, ମଙ୍ଗଳବାର ସକାଳେ ଏସଏନ…

କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି, ଧର୍ମର ଏକ ବାଧ୍ୟତାମୂଳକ ଅଂଶ ନୁହେଁ ହିଜାବ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଧର୍ମକୁନେଇ କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ ରାୟ । ଛାତ୍ରୀମାନଙ୍କ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରି କହିଛନ୍ତି ଯେ ହିଜାବ ଧର୍ମର ଏକ ବାଧ୍ୟତାମୂଳକ ଅଂଶ ନୁହେଁ । ସ୍କୁଲ-କଲେଜର ଛାତ୍ରୀମାନେ ୟୁନିଫର୍ମ ପିନ୍ଧିବାକୁ ମନା କରିପାରିବେ ନାହିଁ । ଇସଲାମରେ ହିଜାବ ପିନ୍ଧିବା…

ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି : ଶିକ୍ଷା ସମ୍ପୂର୍ଣ୍ଣ କରିବାକୁ ସବୁ ସାହାଯ୍ୟ ଯୋଗାଇବେ ସରକାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶିକ୍ଷା ସମ୍ପୂର୍ଣ୍ଣ କରିବେ ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀ। ଏଥିପାଇଁ ଭାରତ ସରକାର ସବୁ ସହାୟତା ଯୋଗାଇଦେବେ। ଏନେଇ ଲୋକସଭାରେ ଉତ୍ତର ରଖିଛନ୍ତି ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସାଂସଦ ଗୌରବ ଗୋଗଇଙ୍କ ଏକ ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ…

ୟୁକ୍ରେନ୍‌ ସେନାରେ ଭାରତୀୟ ଯୁବକ, ଦେଶକୁ ଫେରିବାକୁ କରୁଛନ୍ତି ନିବେଦନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଋଷ-ୟୁକ୍ରେନ୍‌ ଯୁଦ୍ଧ 2ସପ୍ତାହ ହେଲାଣି । ବୋମା ମାଡ଼କୁ ଗୁଳିବର୍ଷା। ଉଠୁଛି ପଡ଼ୁଛି ୟୁକ୍ରେନ୍‌। ୟୁକ୍ରେନ୍‌ ଛାଡ଼ୁଛନ୍ତି ଅନେକ ଲୋକ। ଆଉ କିଛି ଭାରତୀୟ ନିଜ ଦେଶକୁ ଫେରିବାକୁ କରୁଛନ୍ତି ନିବେଦନ। ସେମିତି ଜଣେ ଛାତ୍ର ହେଲେ ଆର୍‌ ସୈନିକେଶ୍‌। ବୟସ ୨୧ । ଘର…

ଭାରତର ସହାୟତା କାମନା କଲା ଋଷ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରତିବନ୍ଧ ପ୍ରଭାବିତ ମସ୍କୋ ତୈଳ ଓ ଗ୍ୟାସ୍ କ୍ଷେତ୍ରରେ ନିବେଶ ଲାଗି ଭାରତକୁ ଅହ୍ୱାନ ଦେଇଛି। ଏଥିରୁ ଏସିଆର ତୃତୀୟ ବୃହତ୍ତ ଅର୍ଥନୀତି ଭାରତରେ ଋଷିୟ କମ୍ପାନୀଙ୍କ ବିକ୍ରି ନେଟୱାର୍କ ବିସ୍ତାର ଲାଗି ଆଗ୍ରହୀ ଥିବାର ଜଣାପଡିଛି। ଋଷିଆ ଉପପ୍ରଧାନମନ୍ତ୍ରୀ ଏଲକଜେଣ୍ଡର…