NASAଙ୍କ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ, ମେଲୁଛି ପୃଥିବୀର ଓଜନ ସ୍ତରରେ ଫାଟ, ୨୦୨୧ରେ ଦୁର୍ବିସହ ହେବ ଶୀତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାକାଶରେ ଓଜନ ସ୍ତରରେ ଫାଟ ବଢ଼ି ବଢ଼ି ଚାଲିଛି। ଏବେ ଏହା ଏତେ ବଢ଼ି ଯାଇଛି ଯେ ଭାରତ ଆକାରର ୮ଟି ଦେଶ ଏଥିରେ ରହିଯିବେ। ଓଜନ ସ୍ତରରେ ହୋଇଥିବା ଛିଦ୍ରର ଆକାର ୨.୪୮ ବର୍ଗ କିଲୋମିଟର ହୋଇଗଲାଣି। ଆମେରିକାର ନ୍ୟାସନାଲ ଏରୋନେଟିକ୍ସ ଏଣ୍ଡ ସ୍ପେସ୍ ଆଡମିନେଷ୍ଟ୍ରେସନ…