Browsing Tag

Narendra Modi

ବିଜୁ ବାବୁଙ୍କୁ ଭାରତ ରତ୍ନ ଦେଇ-କେନ୍ଦ୍ର ଫିଟାଇବ ମେଣ୍ଟର ବାଟ, ଦେଖନ୍ତୁ ଭିଡ଼ିଓ

ବିଜୁ ବାବୁଙ୍କୁ ଭାରତ ରତ୍ନ ଦେଇ କେନ୍ଦ୍ର ଫିଟାଇବ ମେଣ୍ଟର ବାଟ, କେନ୍ଦ୍ର ଓ ରାଜ୍ୟର ଅଦୃଶ୍ୟ ମେଣ୍ଟ ହେବ ଦୃଶ୍ୟମାନ । କେନ୍ଦ୍ର ଚାଲ ରେ ଫସିବ ବିଜେଡି, ଆଉ ରହିବନି କୌଣସି ବିକଳ୍ପ,ରାଜ୍ୟ ଦେଖିବା ପୁନର୍ବାର ବିଜେଡି-ବିଜେପି ଯୋଡି । ଏହା କୌଣସି କାଳ୍ପନିକ କଥା ନୁହେଁ । ଏନେଇ ଆଜି…

ନିଜ ଦଳ ନେତାଙ୍କ ଟାର୍ଗେଟ ରେ ଅପରାଜିତା, ଦେଖନ୍ତୁ ଭିଡ଼ିଓ

ଆତ୍ମ ଗର୍ବ ଭାରି ପଡିବ ସାଂସଦ ଅପରାଜିତାଙ୍କୁ, ସ୍ଥାନୀୟ ବିଜେପି ନେତାଙ୍କୁ କରୁଛନ୍ତି ଅଣଦେଖା,ଦୁଇ ଘଣ୍ଟା ହେଲେ ହଟହଟା, ମ୍ୟାଡ଼ମଙ୍କୁ ଲାଗିବ ବଡ଼ ଝଟକା ଏଥର ନିର୍ବାଚନ ଏତେ ସହଜ ହେବନି ସାଂସଦ ଅପରାଜିତା ଙ୍କ ପାଇଁ । ଏହା ଆମେ କହୁନାହୁଁ ଏହା ବର୍ତ୍ତମାନ ଅପରାଜିତା ଙ୍କ ସହ ଘଟୁଥିବା…

ନୂଆ ରେଳପଥ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଆଜି ମହାରାଷ୍ଟ୍ର ଥାନେ ଓ ଦିବାକୁ ସଂଯୋଗ କରୁଥିବା ଦୁଇଟି ରେଳପଥର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । ଏନେଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୨ ରେଳପଥର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏକବିଂଶ ଶତାବ୍ଦୀ ପାଇଁ ଭିତ୍ତିଭୂମି ସୃଷ୍ଟି ଉପରେ ସରକାର କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ…

ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ଚୀନ ବିରୋଧରେ କଡା ପଦକ୍ଷେପ ନେବ ଭାରତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମୟରେ ଦେଶର ବିଭିନ୍ନ ପ୍ରସଙ୍ଗ ବାବଦରେ ରାଷ୍ଟ୍ରପତିଙ୍କୁ ଅବଗତ କରାଇଛନ୍ତି ପ୍ରଧାନମନ୍ତ୍ରୀ। ଜାତୀୟ ଏବଂ ଅନ୍ତ୍ରର୍ଜାତୀୟ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ସହିତ ପ୍ରାୟ…

ମୋଦିଙ୍କୁ ପ୍ରଶଂସାରେ ଶତମୁଖ୍‌ ଟାଇମ୍ସ ମାଗାଜିନ୍‌

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନ ପୂର୍ବରୁ ମୋଦିଙ୍କୁ ଦେଶର ମୁଖ୍ୟ ବିଭାଜନକାରୀ (ଇଣ୍ଡିଆସ ଡିଭାଇଡର ଇନ ଚିଫ) ଭାବେ ଅଭିହିତ କରିଥିଲା ଟାଇମ୍ସ ମାଗାଜିନ୍‌ । ସେତେବେଳେ ଏହାକୁ ନେଇ ଦେଶ ଓ ବିଦେଶରେ ଖୁବ୍‌ ଚର୍ଚ୍ଚା ହୋଇଥିଲା । କିନ୍ତୁ ନିର୍ବାଚନ ପରେ ସ୍ବର ବଦଳାଇଛି ଏହି ମାଗାଜିନ୍‌ ।…